ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର ପୁଞ୍ଛ ସେକ୍ଟରରେ ବଡ ଧରଣର ଅଘଟଣ ଘଟିଛି । ପୁଞ୍ଛର ଭାଟାଦୁଡିଆ ଅଞ୍ଚଳରେ ଏକ ସେନା ଗାଡିରେ ନିଆଁ ଲାଗିଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡି ନ ଥିବାବେଳେ ଏହି ଦୁର୍ଘଟଣାରେ ୪ଜଣ ଯବାନ ସହିଦ ହୋଇଥିବା ସୂଚନା ମଳିଛି । ତେବେ କେଉଁ କାରଣରୁ ଏପରି ଦୁର୍ଘଟଣା ଘଟିଲା ତାହା ଅସ୍ପଷ୍ଟ ରହିଛି ।
ଜଳିଗଲା ସେନା ଗାଡ଼ି, ୪ ଯବାନ ସହିଦ