ବାଲିଯାତ୍ରାରେ ବ୍ୟବସାୟ କରିବାକୁ ଆସି ମହାନଦୀରେ ବୁଡ଼ିଗଲେ ଯୁବ ବ୍ୟବସାୟୀ

କଟକ: କଟକ ବାଲିଯାତ୍ରା ପୂର୍ବରୁ ମହାନଦୀରେ ଅଘଟଣ । ଗଡଗଡିଆ ଘାଟରେ ଗାଧୋଉଥିବା ବୁଡିଯାଇ ଯୁବ ବ୍ୟବସାୟୀ ନିଖୋଜ । ଉକ୍ତ ବ୍ୟବସାୟୀ ଜଣକ ବିହାରର ମହମ୍ମଦ ଈର୍ଷାଦ ବୋଲି ଜଣାପଡିଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି। ବାଲିଯାତ୍ରାରେ ବ୍ୟବସାୟ କରିବା ପାଇଁ ବିହାରରୁ ଆସିଥିଲେ ଉକ୍ତ ଯୁବକ । ବର୍ତ୍ତମାନ ସୁଦ୍ଧ ଇର୍ଷାଦଙ୍କ କୌଣସି ପତ୍ତା ମିଳିନି ।

About The Author: The Sakala