ଚାନ୍ଦିପୁର ନାଉପାଳଗଡିରେ ଅଭାବନୀୟ ଘଟଣା: ଏକାସାଙ୍ଗେ ୮ଟି ଗ୍ୟାସ୍ ସିଲିଣ୍ଡର ଫାଟି ବିସ୍ଫୋରଣ

ବାଲେଶ୍ୱର:  ବାଲେଶ୍ୱର ଜିଲା ବଳରାମଗଡି ମେରାଇନ ଥାନା ଅନ୍ତର୍ଗତ ନାଉପାଳଗଡିଠାରେ ଥିବା ଏକ ଗ୍ୟାସ ସିଲିଣ୍ଡର ଦୋକାନରେ ସୋମବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଛାରଖାର ହୋଇଥିବା ଜଣାପଡିଛି। ଦୋକାନ ଭିତରେ ଥିବା ୫ଟି ଗ୍ୟାସ ସିଲିଣ୍ଡର ଏକାବେଳେ ବିସ୍ଫୋରଣ ଘଟିଥିଲା। ବାଲେଶ୍ୱର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

About The Author: The Sakala