ରାଜ୍ୟରେ ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀଙ୍କ ମରୁଡ଼ି

ଭୁବନେଶ୍ୱର: ବିଧାନସଭାରୁ ଆସିଲା ତଥ୍ୟ । ରାଜ୍ୟରେ ଆଇଏଏସ ଓ ଆଇପିଏସ ମରୁଡି।  ରାଜ୍ୟରେ ୬୬ ଆଇଏଏସ ଏବଂ ୬୯ ଆଇପିଏସ ପଦବୀ ଖାଲିପଡ଼ିଛି ବୋଲି ବିଧାନସଭାରେ ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି। ରାଜ୍ୟରେ ମୋଟ ୨୪୮ ଆଇଏଏସଙ୍କ ମଧ୍ୟରୁ ୧୮୨ଜଣ କାର୍ଯ୍ୟରତ ଅଛନ୍ତି ଏବଂ୨୨ ଆଇଏଏସ ଅଧିକାରୀ କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି। ସେହିପରି ୧୯୫ ଆଇପିଏସ ପଦବୀ ମଧ୍ୟରୁ ୬୯ ପଦବୀ ଖାଲି ପଡ଼ିଛି। ୧୦ […]

ଭୁବନେଶ୍ୱର: ବିଧାନସଭାରୁ ଆସିଲା ତଥ୍ୟ । ରାଜ୍ୟରେ ଆଇଏଏସ ଓ ଆଇପିଏସ ମରୁଡି।  ରାଜ୍ୟରେ ୬୬ ଆଇଏଏସ ଏବଂ ୬୯ ଆଇପିଏସ ପଦବୀ ଖାଲିପଡ଼ିଛି ବୋଲି ବିଧାନସଭାରେ ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି। ରାଜ୍ୟରେ ମୋଟ ୨୪୮ ଆଇଏଏସଙ୍କ ମଧ୍ୟରୁ ୧୮୨ଜଣ କାର୍ଯ୍ୟରତ ଅଛନ୍ତି ଏବଂ୨୨ ଆଇଏଏସ ଅଧିକାରୀ କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି। ସେହିପରି ୧୯୫ ଆଇପିଏସ ପଦବୀ ମଧ୍ୟରୁ ୬୯ ପଦବୀ ଖାଲି ପଡ଼ିଛି। ୧୦ ଆଇପିଏସ ଅଧିକାରୀ ୫ବର୍ଷରୁ ଉର୍ଦ୍ଧ୍ବ ହେବ ଡେପୁଟେସନରେ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

 

About The Author: The Sakala