ତାତିରୁ ନାହିଁ ନିସ୍ତାର: ୪୫ ଡ଼ିଗ୍ରୀ ଛୁଇଁଲା ବୌଦ୍ଧ

ଭୁବନେଶ୍ବର: ବଢୁଛି ସୂର୍ଯ୍ୟଙ୍କ ଉତ୍ତାପ, ଅସ୍ତବ୍ୟସ୍ତ ହେଉଛି ଜନଜୀବନ। ତାତିରୁ ମିଳୁନି ନିସ୍ତାର। ଆଜି ୪୫ ଡ଼ିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ସହର ପାଲଟିଛି। ସେହିପରି ଆଜି ଭୁବନେଶ୍ୱରରେ ୩୯.୮ ଡିଗ୍ରୀ ଏବଂ କଟକର ତାପମାତ୍ରୀ ୪୦ ଡ଼ିଗ୍ରୀ ରେକର୍ଡ କରାଯାଇଛି। 

About The Author: The Sakala