ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ଗାଁର ଭାଲୁଧରି ସାହିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମାଆ ଓ ପୁଅଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମାଆକୁ ହତ୍ୟା ପରେ ପୁଅ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ମୃତକ ମାଆ ଓ ପୁଅ ହେଲେ ଦ୍ରୌପଦୀ ସାହୁ ଏବଂ ପୁଅ ରଞ୍ଜିତ ସାହୁ। ମାଆ ପୁଅଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ମାଆ ଦ୍ରୌପଦୀଙ୍କର ବେକରେ ଧାରୁଆ ଅସ୍ତ୍ରରେ କଟା ଯାଇଥିବା ଦେଖବାକୁ ମିଳିଛି। ପୁଅ ରଞ୍ଜିତଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ଖବରପାଇ ଅନୁଗୁଳ ଏସଡିପିଓ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମାଆକୁ ହତ୍ୟା ପରେ ପୁଅର ଆତ୍ମହତ୍ୟା ସନ୍ଦେହ
ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ଗାଁର ଭାଲୁଧରି ସାହିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମାଆ ଓ ପୁଅଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମାଆକୁ ହତ୍ୟା ପରେ ପୁଅ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ମୃତକ ମାଆ ଓ ପୁଅ ହେଲେ ଦ୍ରୌପଦୀ ସାହୁ ଏବଂ ପୁଅ ରଞ୍ଜିତ ସାହୁ। ମାଆ ପୁଅଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ମାଆ ଦ୍ରୌପଦୀଙ୍କର ବେକରେ ଧାରୁଆ ଅସ୍ତ୍ରରେ କଟା ଯାଇଥିବା […]