ସୁନ୍ଦରଗଡ଼: ଓଡିଶା ଷ୍ଟାଫ୍ ସିଲେକ୍ସନ (OSSC) ର ଶାରୀରିକ ପରୀକ୍ଷାବେଳେ ଅଘଟଣ। ଦୌଡୁ ଥିବାବେଳେ ଜଣେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ। ଫରେଷ୍ଟ ଗାର୍ଡ, ଫରେଷ୍ଟର ଏବଂ ପ୍ରାଣୀଧନ ନୀରିକ୍ଷକ ପଦବୀ ପାଇଁ ଆଜି ଶାରୀରିକ ପରୀକ୍ଷା ହେଉଛି। ମୃତକ ରାଉରକେଲାର ବ୍ୟାଚ ନମ୍ବର ଏ-୦୨ ପ୍ରବୀଣ କୁମାର ପଣ୍ଡା। ଫରେଷ୍ଟ ଗାର୍ଡ ଏବଂ ଫରେଷ୍ଟର ପଦବୀ ପାଇଁ ସେ ଆବେଦନ କରିଥିଲେ। ଭବାନିପୁରରୁ ବାରଗାଡ ୨୫ କିଲୋମିଟର ଦୌଡ଼ରେ ଭାଗ ନେଇଥିବାବେଳେ ସଦର ଥାନା କିରେଇ ନିକଟରେ ଅଚେତ ହୋଇପଡିଥିଲେ ପ୍ରବୀଣ । ତାଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ଉକ୍ତ ପରୀକ୍ଷାର୍ଥୀ ପ୍ରବୀଣ କୁମାର ପଣ୍ଡାଙ୍କୁ ମୃତ ଘୋଷଣା କରିଥିଲେ।
OSSC ର ଶାରୀରିକ ପରୀକ୍ଷାବେଳେ ଅଘଟଣ, ଦୌଡୁଥିବା ସମୟରେ ଟଳିପଡ଼ିଲେ ଜଣେ ପରୀକ୍ଷାର୍ଥୀ…
ସୁନ୍ଦରଗଡ଼: ଓଡିଶା ଷ୍ଟାଫ୍ ସିଲେକ୍ସନ (OSSC) ର ଶାରୀରିକ ପରୀକ୍ଷାବେଳେ ଅଘଟଣ। ଦୌଡୁ ଥିବାବେଳେ ଜଣେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ। ଫରେଷ୍ଟ ଗାର୍ଡ, ଫରେଷ୍ଟର ଏବଂ ପ୍ରାଣୀଧନ ନୀରିକ୍ଷକ ପଦବୀ ପାଇଁ ଆଜି ଶାରୀରିକ ପରୀକ୍ଷା ହେଉଛି। ମୃତକ ରାଉରକେଲାର ବ୍ୟାଚ ନମ୍ବର ଏ-୦୨ ପ୍ରବୀଣ କୁମାର ପଣ୍ଡା। ଫରେଷ୍ଟ ଗାର୍ଡ ଏବଂ ଫରେଷ୍ଟର ପଦବୀ ପାଇଁ ସେ ଆବେଦନ କରିଥିଲେ। ଭବାନିପୁରରୁ ବାରଗାଡ ୨୫ କିଲୋମିଟର ଦୌଡ଼ରେ ଭାଗ ନେଇଥିବାବେଳେ ସଦର ଥାନା କିରେଇ […]