ବିରମିତ୍ରପୁର ମ୍ଯୁନିସିପାଲଟି: ୧୧ ୱାର୍ଡ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେଡି

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ମ୍ଯୁନିସିପାଲଟି ପାଇଁ  ବିଜେଡି ପ୍ରର୍ଥୀ ତାଲିକା ଘୋଷଣା କରିଛି। ଅଧ୍ଯକ୍ଷ ପଦ ପାଇଁ ସନ୍ଦୀପ ମିଶ୍ରଙ୍କୁ ଦଳ ଟିକେଟ ଦେଇଛି। ଏଥିସହ ୧୧ ୱାର୍ଡ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେଡି। ବିଜେଡି ସଭାପତିଙ୍କ ଅନୁମୋଦନ କ୍ରମେ ଏହି ତାଲିକା ପ୍ରକାଶ ପାଇଛି। ୧ନଂ ୱାର୍ଡ- ନବେଦିତା ବାଗେ ୨ନଂ ୱାର୍ଡ-ଉଷା ଜୟପୁରିଆ ୩ନଂ ୱାର୍ଡ – କମେଳଶ ସିଂ ୪ନଂ ୱାର୍ଡ- ମାଧୁରୀ ନାଗ ୫ନଂ ୱାର୍ଡ- ରୋଶନ […]

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ମ୍ଯୁନିସିପାଲଟି ପାଇଁ  ବିଜେଡି ପ୍ରର୍ଥୀ ତାଲିକା ଘୋଷଣା କରିଛି। ଅଧ୍ଯକ୍ଷ ପଦ ପାଇଁ ସନ୍ଦୀପ ମିଶ୍ରଙ୍କୁ ଦଳ ଟିକେଟ ଦେଇଛି। ଏଥିସହ ୧୧ ୱାର୍ଡ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେଡି। ବିଜେଡି ସଭାପତିଙ୍କ ଅନୁମୋଦନ କ୍ରମେ ଏହି ତାଲିକା ପ୍ରକାଶ ପାଇଛି।

୧ନଂ ୱାର୍ଡ- ନବେଦିତା ବାଗେ

୨ନଂ ୱାର୍ଡ-ଉଷା ଜୟପୁରିଆ

୩ନଂ ୱାର୍ଡ – କମେଳଶ ସିଂ

୪ନଂ ୱାର୍ଡ- ମାଧୁରୀ ନାଗ

୫ନଂ ୱାର୍ଡ- ରୋଶନ ଦୀପ

୬ନଂ ୱାର୍ଡ- ଅନୀଲ ବେହେରା

୭ନଂ ୱାର୍ଡ- ମୋନା କେଶରୀ ଭେଙ୍ଗରା

୮ନଂ ୱାର୍ଡ- ବିନକୋ କାଚୁଆ

୯ନଂ ୱାର୍ଡ- ନିର୍ମଳ କୁଜୁର

୧୦ନଂ ୱାର୍ଡ- ରୀତା ବଡାଇକ

୧୧ନଂ ୱାର୍ଡ- ଜ୍ଞାନି ଚନ୍ଦ୍ର ବାଗ

 

About The Author: The Sakala