ଭାଇରାଲ ହେଲା ଶ୍ରୀମନ୍ଦିରର ଭିତର ଫଟୋ, ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ପୁରୀ: ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ । ରାଜା ଶେଖର ନାମକ ଜଣେ ଯୁବକ ନିଜ ଫେସବୁକରେ ଫୋଟୋ ଅପଲୋଡ କରିଥିବା ଜଣାପଡ଼ିଛି । ଶ୍ରୀମନ୍ଦିର ଭିତର ବେଡାରୁ ନିଜର ସେଲ୍ଫି ଫଟୋ ନେଇ ଫୋଟୋ ଅପଲୋଡ କରିଥିବା ଜଣାପଡ଼ିଛି । ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବା ଉପରେ କଟକଣା ଥିବା ବେଳେ କିପରି ଏହି  ଫୋଟୋ ଉଠିଲା ତାହା ତଦନ୍ତ ପାଇଁ ଦାବି ହୋଇଛି।

About The Author: The Sakala