ରାଜ୍ୟରେ ଖୋଲିବ ବନ୍ଦ ହୋଇ ଅନ୍ୟ ସ୍କୁଲ ସହ ମିଶି ଯାଇଥିବା ସ୍କୁଲ, ଚାଲିଛି ତର୍ଜମା

ଭୁବନେଶ୍ବର: ପୁଣି ଖୋଲିବ ରାଜ୍ୟରେ ବନ୍ଦ ହୋଇ ଅନ୍ୟ ସ୍କୁଲ ସହ ମିଶି ଯାଇଥିବା ସ୍କୁଲ। ଛାତ୍ରଛାତ୍ରୀ ସଂଖ୍ୟା ଅଭାବରୁ ବନ୍ଦ କରି ଦିଆଯାଇଥିଲା ସ୍କୁଲ। ବର୍ତ୍ତମାନ ଏହାକୁ ନେଇ ପୁଣି ଥରେ ତର୍ଜମା କରାଯାଇଛି। ଯେଉଁଠାରେ ବହୁତ୍ ଦୂର ଯିବାକୁ ପଡୁଛି। ସେଠି ପୁଣି ଥରେ ସ୍କୁଲ ଖୋଲିବା ପାଇଁ ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବିଭାଗୀୟ ସଚିବ ଏ ସଂକ୍ରାନ୍ତରେ ଖୁବ୍ ଶୀଘ୍ର ରିପୋର୍ଟ ଦେବାକୁ କୁହାଯାଇଛି। ତେବେ ଗଣଶିକ୍ଷା ବିଭାଗର ସଚିବ ବିସ୍ତୃତ ରିପୋର୍ଟ […]

ଭୁବନେଶ୍ବର: ପୁଣି ଖୋଲିବ ରାଜ୍ୟରେ ବନ୍ଦ ହୋଇ ଅନ୍ୟ ସ୍କୁଲ ସହ ମିଶି ଯାଇଥିବା ସ୍କୁଲ ଛାତ୍ରଛାତ୍ରୀ ସଂଖ୍ୟା ଅଭାବରୁ ବନ୍ଦ କରି ଦିଆଯାଇଥିଲା ସ୍କୁଲ। ବର୍ତ୍ତମାନ ଏହାକୁ ନେଇ ପୁଣି ଥରେ ତର୍ଜମା କରାଯାଇଛି। ଯେଉଁଠାରେ ବହୁତ୍ ଦୂର ଯିବାକୁ ପଡୁଛି। ସେଠି ପୁଣି ଥରେ ସ୍କୁଲ ଖୋଲିବା ପାଇଁ ସ୍କୁଲ ଗଣ ଶିକ୍ଷା ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ ସଚିବ ସଂକ୍ରାନ୍ତରେ ଖୁବ୍ ଶୀଘ୍ର ରିପୋର୍ଟ ଦେବାକୁ କୁହାଯାଇଛି। ତେବେ ଗଣଶିକ୍ଷା ବିଭାଗର ସଚିବ ବିସ୍ତୃତ ରିପୋର୍ଟ ଦେବା ପରେ ସେହି ରିପୋର୍ଟ ଆଧାରରେ ବନ୍ଦ କରି ଦିଆଯାଇଥିବା ସ୍କୁଲ ଗୁଡିକୁ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

About The Author: The Sakala