ପୁରୀ: ପୁରୀ ଶରଧାବାଲି ଦଳାଚକଟା ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ ହୋଇଛି। ସରକାର ପୁରୀ ଜିଲ୍ଲାପାଳ ଏବଂ ଏସ୍ପିଙ୍କୁ ବଦଳି କରିଛନ୍ତି। ପୁରୀର ନୂଆ ଜିଲ୍ଲାପାଳ ହେଲେ ଚଞ୍ଚଳ ରାଣା ଏବଂ ପିନାକ ମିଶ୍ରଙ୍କୁ ଏସପି ଦାୟିତ୍ବ । DCP ଶ୍ରୀ ବିଷ୍ଣୁ ପତି ଏବଂ କମାଣ୍ଡାନ୍ଟ ଅଜୟ ପାଢ଼ୀଙ୍କୁ ନିଲମ୍ବିତ କଲେ ସରକାର। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଥିବାବେଳେ ଏଘଟଣାରେ କ୍ଷମା ପ୍ରାର୍ଥନା କରିଛନ୍ତି । ସେପଟେ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଛି ।
ପୁରୀ ଶରଧାବାଲି ଦଳାଚକଟା ଘଟଣା: ବଦଳିଲେ ଜିଲାପାଳ ଓ ଏସପି
ପୁରୀ: ପୁରୀ ଶରଧାବାଲି ଦଳାଚକଟା ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ ହୋଇଛି। ସରକାର ପୁରୀ ଜିଲ୍ଲାପାଳ ଏବଂ ଏସ୍ପିଙ୍କୁ ବଦଳି କରିଛନ୍ତି। ପୁରୀର ନୂଆ ଜିଲ୍ଲାପାଳ ହେଲେ ଚଞ୍ଚଳ ରାଣା ଏବଂ ପିନାକ ମିଶ୍ରଙ୍କୁ ଏସପି ଦାୟିତ୍ବ । DCP ଶ୍ରୀ ବିଷ୍ଣୁ ପତି ଏବଂ କମାଣ୍ଡାନ୍ଟ ଅଜୟ ପାଢ଼ୀଙ୍କୁ ନିଲମ୍ବିତ କଲେ ସରକାର। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଥିବାବେଳେ ଏଘଟଣାରେ କ୍ଷମା ପ୍ରାର୍ଥନା କରିଛନ୍ତି । ସେପଟେ ମୃତକଙ୍କ ପରିବାରକୁ […]