ଜାନୁଆରୀ ୨୦ରେ ହେବ OSSTET ପରୀକ୍ଷା, ଆଜିଠୁ ଅନ୍‌ଲାଇନ୍‌ ଆବେଦନ ଆରମ୍ଭ...

ଭୁବନେଶ୍ବର: ଆସନ୍ତା ଜାନୁଆରୀ ୨୦ରେ OSSTET- ୨୦୨୫ ପରୀକ୍ଷା ଅନୁଷ୍ଠିତ ହେବ।  ପେପର-୧ ସକାଳ ୯ରୁ ସାଢ଼େ ୧୧ ଯାଏ ଚାଲିବ। ଅପରାହ୍ନ ୨ରୁ ୪ଟା ୩୦ ପେପର-୨ ପରୀକ୍ଷା ହେବ। ଆଜିଠାରୁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ଆବେଦନ କରି ପାରିବେ ଆଶାୟୀ। ୨୦୨୬ ଜାନୁଆରୀ ୧୦ ପରଠାରୁ ଆଡମିଟ୍‌ କାର୍ଡ ଡାଉନଲୋଡ୍‌ କରିପାରିବେ। ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁୃ ବିଜ୍ଞପ୍ତି ଜାରି ହୋଇଛି।

About The Author: Deviprasad Mohanty