ଭୁବନେଶ୍ବର: ମଧ୍ୟପ୍ରଦେଶର ଇନ୍ଦୋରରେ ଚାଲିଥିବା ତୃତୀୟ ଜୋନାଲ ପାରା ସୁଟିଙ୍ଗ ଚାମ୍ପିଅନସିପରେ ଓଡିଶାକୁ ମିଳିିଛି ବଡ଼ ସଫଳତା । ପୁରୁଷ ୧୦ ମିଟର ଏୟାର ରାଇଫଲରେ ଷ୍ଟାଣ୍ଡିଂ SH-1 ଇଭେଣ୍ଟରେ ଓଡିଶାର ପ୍ରଥମ ପାରା ସୁଟର ଭାବେ ବିରେନ୍ଦ୍ର ବଳିଆରସିଂହଙ୍କୁ ରୋପ୍ଯ ପଦକ ମିଳିଛି। ଏଥିସହ ବିରେନ୍ଦ୍ର ଜାତୀୟ ପାରା ସୁଟିଂ ଚାମ୍ପିଅନସିପ୍ – ୨୦୨୨ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେ ଭୁବନେଶ୍ବର ସ୍ଥିତ ଆଦିତ୍ୟ ବିର୍ଲା ଗଗନ ନାରଙ୍ଗ ସୁଟିଂରେ ପ୍ରଶିକ୍ଷଣ ନେଉଛନ୍ତି।
ଜୋନାଲ ପାରା ସୁଟିଂ ଚାମ୍ପିଅନସିପରେ ଓଡିଆ ସୁଟର ବିରେନ୍ଦ୍ର ବଳିଆରସିଂହଙ୍କୁ ରୌପ୍ଯ
ଭୁବନେଶ୍ବର: ମଧ୍ୟପ୍ରଦେଶର ଇନ୍ଦୋରରେ ଚାଲିଥିବା ତୃତୀୟ ଜୋନାଲ ପାରା ସୁଟିଙ୍ଗ ଚାମ୍ପିଅନସିପରେ ଓଡିଶାକୁ ମିଳିିଛି ବଡ଼ ସଫଳତା । ପୁରୁଷ ୧୦ ମିଟର ଏୟାର ରାଇଫଲରେ ଷ୍ଟାଣ୍ଡିଂ SH-1 ଇଭେଣ୍ଟରେ ଓଡିଶାର ପ୍ରଥମ ପାରା ସୁଟର ଭାବେ ବିରେନ୍ଦ୍ର ବଳିଆରସିଂହଙ୍କୁ ରୋପ୍ଯ ପଦକ ମିଳିଛି। ଏଥିସହ ବିରେନ୍ଦ୍ର ଜାତୀୟ ପାରା ସୁଟିଂ ଚାମ୍ପିଅନସିପ୍ – ୨୦୨୨ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେ ଭୁବନେଶ୍ବର ସ୍ଥିତ ଆଦିତ୍ୟ ବିର୍ଲା ଗଗନ ନାରଙ୍ଗ ସୁଟିଂରେ ପ୍ରଶିକ୍ଷଣ ନେଉଛନ୍ତି। A […]