ଭୁବନେଶ୍ବର: ଡିସେମ୍ବର ୨୦ରେ ଅନୁଷ୍ଠିତ ହେବ ରାଜ୍ୟସଭା ଉପନିର୍ବାଚନ । ଏ ନେଇ ୩ ଡିସେମ୍ବରରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ଡିସେମ୍ବର ୧୦ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଛି। ୧୧ରେ ଯାଞ୍ଚ ଓ ୧୩ରେ ପାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି।
[wp-embedder-pack width=”100%” height=”400px” download=”all” download-text=”” attachment_id=”140095″ /]
ବିଜ୍ଞପ୍ତି ଅନୁଯାୟୀ, ୪ ରାଜ୍ୟରେ ୬ ଆସନ ପାଇଁ ଏହି ନିର୍ବାଚନ ଅନୁଷ୍ଠିତ ହେବ। ସୁଜିତ କୁମାରଙ୍କ ଇସ୍ତଫା ପରେ ଓଡ଼ିଶାରୁ ଗୋଟିଏ ରାଜ୍ୟସଭା ଆସନ ଖାଲି ପଡ଼ିଛି । ସେହିପରି ଆନ୍ଧ୍ରପ୍ରଦେଶରୁ ୩ଟି, ପଶ୍ଚିମବଙ୍ଗ ଓ ହରିଆଣାରେ ଗୋଟିଏ ଲେଖାଏଁ ଖାଲି ପଡ଼ିଛି ଆସନ।