ଭୋଜି ଖାଇ ଜଣେ ମୃତ, ୨୫ ଗୁରୁତର

ଓଡ଼ଗାଁ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରବିଗାଡ଼ିଆ ଗ୍ରାମପଞ୍ଚାୟତ କୁରୁମବାଙ୍କତରା ଗାଁରେ ଘଟିଛି ଅଘଟଣ। କୁରୁମବାଙ୍କତରା ଗ୍ରାମ ଆଡୁଆ ସାହିରେ ଭୋଜି ଖାଇ ୨୫ରୁ ଉର୍ଦ୍ଧ୍ବ ଗୁରୁତର ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଅଛି। ମୃତକଙ୍କ ନାଁ ମାଟିଆଣୀ ବାରିକ (୫୫) ବୋଲି ଜଣାପଡ଼ିଛି। ଗୁରୁତର ସମସ୍ତ ଆକ୍ରାନ୍ତ ମାନଙ୍କୁ ସ୍ଥାନୀୟ ଡାକ୍ତଖାନାରେ ଭର୍ତ୍ତି କରାଯିବା ସହ ଚିକିତ୍ସା ଜାରି ରହିଛି।

About The Author: The Sakala