ଭୁବନେଶ୍ବର: ୨୦୨୫ ଫେବ୍ରୁଆରୀ ୨୮ ତାରିଖ ସୁଦ୍ଧା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସର୍ବମୋଟ ୩୯୮୦ ଗୋଟି ବନ୍ୟପ୍ରାଣୀ ଅଛନ୍ତି । ତନ୍ମଧ୍ୟରୁ ୮୦ ପ୍ରଜାତିର ୧୮୭୨ ଗୋଟି ପକ୍ଷୀ, ୫୭ ପ୍ରଜାତିର ୧୭୧୪ ଗୋଟି ସ୍ଥନ୍ୟପାୟୀ, ୩୦ ପ୍ରଜାତିର ୩୭୩ ଗୋଟି ସରୀସୃପ ଏବଂ ୦୬ ପ୍ରଜାତିର ୨୧ ଗୋଟି ଉଭୟଚର ପ୍ରାଣୀ ଅନ୍ତର୍ଭୁକ୍ତ ଅଛନ୍ତି । ସେମାନଙ୍କ ପାଇଁ ମାସିକ ଖାଦ୍ୟ ବାବଦକୁ ୬୬ ଲକ୍ଷ ୨୧ ହଜାର ୪୧୭ ଟଙ୍କା ଖର୍ଚ୍ଚ ହେଉଛି। ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ୩ ଲକ୍ଷ ୨୫ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଏ ନେଇ ଗୃହରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଲିଖିତ ଉତ୍ତର ରଖିଛନ୍ତି।
ନନ୍ଦନକାନନ ପ୍ରାଣୀ ଉଦ୍ୟାନ: ସର୍ବମୋଟ ବନ୍ୟପ୍ରାଣୀଙ୍କ ସଂଖ୍ୟା ୩୯୮୦, ଖାଦ୍ୟ ବାବଦକୁ ମାସିକ ଖର୍ଚ୍ଚ ହେଉଛି…
ଭୁବନେଶ୍ବର: ୨୦୨୫ ଫେବ୍ରୁଆରୀ ୨୮ ତାରିଖ ସୁଦ୍ଧା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସର୍ବମୋଟ ୩୯୮୦ ଗୋଟି ବନ୍ୟପ୍ରାଣୀ ଅଛନ୍ତି । ତନ୍ମଧ୍ୟରୁ ୮୦ ପ୍ରଜାତିର ୧୮୭୨ ଗୋଟି ପକ୍ଷୀ, ୫୭ ପ୍ରଜାତିର ୧୭୧୪ ଗୋଟି ସ୍ଥନ୍ୟପାୟୀ, ୩୦ ପ୍ରଜାତିର ୩୭୩ ଗୋଟି ସରୀସୃପ ଏବଂ ୦୬ ପ୍ରଜାତିର ୨୧ ଗୋଟି ଉଭୟଚର ପ୍ରାଣୀ ଅନ୍ତର୍ଭୁକ୍ତ ଅଛନ୍ତି । ସେମାନଙ୍କ ପାଇଁ ମାସିକ ଖାଦ୍ୟ ବାବଦକୁ ୬୬ ଲକ୍ଷ ୨୧ ହଜାର ୪୧୭ ଟଙ୍କା ଖର୍ଚ୍ଚ ହେଉଛି। ଅନ୍ୟାନ୍ୟ […]