ନିମାପଡ଼ା: ଘରେ ପଶି ବୃଦ୍ଧ ଦମ୍ପତିଙ୍କୁ ମରଣାତ୍ମକ ଆକ୍ରମଣ ସହିତ କଳାକନା ବୁଲାଇଲେ ଦୃର୍ବୁତ୍ତ । ବଳଙ୍ଗା ଥାନା ଅଧୀନ ବାମନାଳ ପଞ୍ଚାୟତ କମଦରି ଗାଁର ଜଣେ ଟେଣ୍ଟ ମାଲିକଙ୍କ ଘରୁ ଲୁଟ୍ । ବୃଦ୍ଧ ଦମ୍ପତିଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବା ସହିତ ମୁହଁରେ ଗାମୁଛା ବାନ୍ଧି ଘରୁ ଲୁଟ୍ କରିଛନ୍ତି ଦୃର୍ବୁତ୍ତ । ଘର ଭିତରେ ଥିବା ଆଲମିର ତାଲା ଭାଙ୍ଗି ୧ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ସହିତ ସୁନା ଚେନ, ଦୁଇଟି ସୁନା ହାର ଲୁଟି ନେଇଥିବା ଅଭିଯୋହ ହୋଇଛି । ଗୁରୁତର ବୃଦ୍ଧ ଦମ୍ପତିଙ୍କ ମଧ୍ୟରୁ ସ୍ବାମୀ କୁମର ଛାଟୋଇଙ୍କୁ କଟକ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିବା ସୂଚନା।
ଘରେ ପଶି ବୃଦ୍ଧ ଦମ୍ପତିଙ୍କୁ ହାଣି ଟଙ୍କା ସହ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
ନିମାପଡ଼ା: ଘରେ ପଶି ବୃଦ୍ଧ ଦମ୍ପତିଙ୍କୁ ମରଣାତ୍ମକ ଆକ୍ରମଣ ସହିତ କଳାକନା ବୁଲାଇଲେ ଦୃର୍ବୁତ୍ତ । ବଳଙ୍ଗା ଥାନା ଅଧୀନ ବାମନାଳ ପଞ୍ଚାୟତ କମଦରି ଗାଁର ଜଣେ ଟେଣ୍ଟ ମାଲିକଙ୍କ ଘରୁ ଲୁଟ୍ । ବୃଦ୍ଧ ଦମ୍ପତିଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବା ସହିତ ମୁହଁରେ ଗାମୁଛା ବାନ୍ଧି ଘରୁ ଲୁଟ୍ କରିଛନ୍ତି ଦୃର୍ବୁତ୍ତ । ଘର ଭିତରେ ଥିବା ଆଲମିର ତାଲା ଭାଙ୍ଗି ୧ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ସହିତ ସୁନା ଚେନ, ଦୁଇଟି ସୁନା ହାର […]