ଭୁବନେଶ୍ବର: ବିଧାନସଭା ବଜେଟ୍ ଅଧିବେଶନ। ଆଜି ପୁଣି ସରଗରମ ରହିଛି ବିଧାନସଭା। ଧାନର କଟନୀ ଛଟନୀ ନେଇ ଯୋଗଣ ମନ୍ତ୍ରୀଙ୍କୁ ଘେରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପୁରା ରାଜ୍ୟରେ କଟନୀ ଛଟନୀ ଚାଲିଥିବା ଗୃହରେ ଅଭିଯୋଗ କରିଛନ୍ତି। ମିଲ ପିଛା ଯୋଗଣ ମନ୍ତ୍ରୀ ୧ ଲକ୍ଷ ଟଙ୍କା ନେଇଛନ୍ତି ବୋଲି ସେ ଗୃହରେ କହଛନ୍ତି। ସିଡ଼ି, ଫୋଟୋ, ମନ୍ତ୍ରୀଙ୍କ ଦସଖସ୍ତ ଥିବା ଚିଠି ଦେଖାଇ ଗୃହରେ ଯୋଗଣ ମନ୍ତ୍ରୀଙ୍କ ଧାନ କିଣାରେ ଟଙ୍କା ନେଉଥିବା ଅଭିଯୋଗ କରିଛନ୍ତି ତାରା । ଧାନ କିଣାରେ କଟନୀ ଛଟନୀରେ ମନ୍ତ୍ରୀ ଟଙ୍କା ନେଉଥିବାର ପ୍ରମାଣ ମାଗିଥିଲେ ବୋଲି ମୁଁ ଦେଲି ବୋଲି ସେ କହିଛନ୍ତି। ଧାନ କିଣାରେ ୪କୋଟି ଟଙ୍କା ହେରଫେର ହୋଇଛି । ଧାନ କିଣାରେ ଚାଷିଙ୍କୁ ଲୁଟୁଛନ୍ତି ସରକାର। ଯୋଗଣ ମନ୍ତ୍ରୀ ଟଙ୍କା ନେଉଛନ୍ତି। ମନ୍ତ୍ରୀ ଧାନ କିଣାରେ ଯେଉଁ ଟଙ୍କା ଖାଉଛନ୍ତି ତାହାର କ୍ରାଇମ୍ ବ୍ରାଞ୍ଚ ତଦନ୍ତ କରାଯାଉ ବୋଲି କଂଗ୍ରେସ୍ ବିଧାୟ ତାରା ପ୍ରସାଦ ବାହିନୀପତି କହିଛନ୍ତି।
ମନ୍ତ୍ରୀ ଧାନ କିଣାରେ ଟଙ୍କା ଖାଉଛନ୍ତି, ଗୃହରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲେ ତାରା ବାହିନୀପତି
ଭୁବନେଶ୍ବର: ବିଧାନସଭା ବଜେଟ୍ ଅଧିବେଶନ। ଆଜି ପୁଣି ସରଗରମ ରହିଛି ବିଧାନସଭା। ଧାନର କଟନୀ ଛଟନୀ ନେଇ ଯୋଗଣ ମନ୍ତ୍ରୀଙ୍କୁ ଘେରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପୁରା ରାଜ୍ୟରେ କଟନୀ ଛଟନୀ ଚାଲିଥିବା ଗୃହରେ ଅଭିଯୋଗ କରିଛନ୍ତି। ମିଲ ପିଛା ଯୋଗଣ ମନ୍ତ୍ରୀ ୧ ଲକ୍ଷ ଟଙ୍କା ନେଇଛନ୍ତି ବୋଲି ସେ ଗୃହରେ କହଛନ୍ତି। ସିଡ଼ି, ଫୋଟୋ, ମନ୍ତ୍ରୀଙ୍କ ଦସଖସ୍ତ ଥିବା ଚିଠି ଦେଖାଇ ଗୃହରେ ଯୋଗଣ ମନ୍ତ୍ରୀଙ୍କ ଧାନ […]