ପୃଥକ ସ୍ଥାନରେ ବଜ୍ରାପାତ, ୨ ମହିଳାଙ୍କ ମୃତ୍ୟୁ

କୋଣାର୍କ: ପୃଥକ ସ୍ଥାନରେ ବଜ୍ରାପାତରେ ୨ ମହିଳାଙ୍କ ମୃତ୍ୟୁ ଘଟିଛି। ଗୋପ ଥାନା ଡିହସାହିରେ ବଜ୍ରାଘାତରେ ୨ ଜଣଙ୍କ ମୃତ୍ୟୁ ଘଟିଛି।  ଦଶାହ କର୍ମରେ ଯୋଗଦେବାକୁ ଯାଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଛେଳି ଚରାଇବାକୁ ଯାଇଥିବା ବେଳେ ବଜ୍ରପାତରେ ମୃତ ହୋଇଛି।

About The Author: The Sakala