ମୋବାଇଲ ଗେମ୍ ହେଲା କାଳ: ସାଙ୍ଗକୁ ପଥରରେ ଛେଚି ହତ୍ୟା କଲେ ଆଉ ଦୁଇ ସାଙ୍ଗ

The Sakala Picture
Published On

କୋରାପୁଟ: କାଳ ହେଲା ମୋବାଇଲ ଗେମ୍ । ମୋବାଇଲରେ ଗେମ ଖେଳିବାକୁ ନେଇ ଦୁଇ ସାଙ୍ଗ ମିଶି ଆଉ ଜଣେ ସାଙ୍ଗକୁ ପଥରରେ ଛେଚି ହତ୍ୟା କରିଛନ୍ତି । ଏପରି ଅଭାବନୀୟ ଘଟଣା ଦେଖିବାକୁ କରୋପୁଟ ଜିଲ୍ଲା ମସିପୁଟ ଗ୍ରାମରେ । ସୂଚନା ଅନୁଯାୟୀ, ଗତକାଲି ୩ଜଣ ସାଙ୍ଗ କୋଲାବ ନଦୀ ନିକଟକୁ ଆସିଥିଲେ।  ମୋବାଇଲା ଫ୍ରି ଫାୟାର ଗେମକୁ ନେଇ ବଚସା ହୋଇଥିଲା। ମୋବାଇଲ ନ ଦେବାରୁ ଦୁଇ ସାଙ୍ଗ ହତ୍ଯା କରି ନଦୀକୁ ପିଙ୍ଗି […]

କୋରାପୁଟ: କାଳ ହେଲା ମୋବାଇଲ ଗେମ୍ । ମୋବାଇଲରେ ଗେମ ଖେଳିବାକୁ ନେଇ ଦୁଇ ସାଙ୍ଗ ମିଶି ଆଉ ଜଣେ ସାଙ୍ଗକୁ ପଥରରେ ଛେଚି ହତ୍ୟା କରିଛନ୍ତି । ଏପରି ଅଭାବନୀୟ ଘଟଣା ଦେଖିବାକୁ କରୋପୁଟ ଜିଲ୍ଲା ମସିପୁଟ ଗ୍ରାମରେ ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ସୂଚନା ଅନୁଯାୟୀ, ଗତକାଲି ୩ଜଣ ସାଙ୍ଗ କୋଲାବ ନଦୀ ନିକଟକୁ ଆସିଥିଲେ।  ମୋବାଇଲା ଫ୍ରି ଫାୟାର ଗେମକୁ ନେଇ ବଚସା ହୋଇଥିଲା। ମୋବାଇଲ ନ ଦେବାରୁ ଦୁଇ ସାଙ୍ଗ ହତ୍ଯା କରି ନଦୀକୁ ପିଙ୍ଗି ଦେଇଥିଲେ। ଆଜି ମୃତ ଦେହ ଭାସିବା ପରେ ଏଗି ଘଟଣା ସାମ୍ନାକୁ ଆସିଛି। ଖବର ପାଇଁ ଘଟଣା ସ୍ଥାନରେ ପୁଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁଇ ନାବଳକକୁ ଅଟକ ରଖି ପଚରା ଉଚରା କୋରାପୁଟ ଟାଉନ ଥାନା ପୁଲିସ ।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

15 Apr 2022 By The Sakala

ମୋବାଇଲ ଗେମ୍ ହେଲା କାଳ: ସାଙ୍ଗକୁ ପଥରରେ ଛେଚି ହତ୍ୟା କଲେ ଆଉ ଦୁଇ ସାଙ୍ଗ

କୋରାପୁଟ: କାଳ ହେଲା ମୋବାଇଲ ଗେମ୍ । ମୋବାଇଲରେ ଗେମ ଖେଳିବାକୁ ନେଇ ଦୁଇ ସାଙ୍ଗ ମିଶି ଆଉ ଜଣେ ସାଙ୍ଗକୁ ପଥରରେ ଛେଚି ହତ୍ୟା କରିଛନ୍ତି । ଏପରି ଅଭାବନୀୟ ଘଟଣା ଦେଖିବାକୁ କରୋପୁଟ ଜିଲ୍ଲା ମସିପୁଟ ଗ୍ରାମରେ ।

ସୂଚନା ଅନୁଯାୟୀ, ଗତକାଲି ୩ଜଣ ସାଙ୍ଗ କୋଲାବ ନଦୀ ନିକଟକୁ ଆସିଥିଲେ।  ମୋବାଇଲା ଫ୍ରି ଫାୟାର ଗେମକୁ ନେଇ ବଚସା ହୋଇଥିଲା। ମୋବାଇଲ ନ ଦେବାରୁ ଦୁଇ ସାଙ୍ଗ ହତ୍ଯା କରି ନଦୀକୁ ପିଙ୍ଗି ଦେଇଥିଲେ। ଆଜି ମୃତ ଦେହ ଭାସିବା ପରେ ଏଗି ଘଟଣା ସାମ୍ନାକୁ ଆସିଛି। ଖବର ପାଇଁ ଘଟଣା ସ୍ଥାନରେ ପୁଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁଇ ନାବଳକକୁ ଅଟକ ରଖି ପଚରା ଉଚରା କୋରାପୁଟ ଟାଉନ ଥାନା ପୁଲିସ ।

https://www.thesakala.in/latest-odisha-news/koraput/friend-kills-friend-for-mobile-game/article-10793
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର