ଟିୟୁସନ ସାରି ଫେରୁଥିବା ବେଳେ ଦଶମ ଶ୍ରେଣୀର ଛାତ୍ରକୁ ଛୁରା ମାଡ଼

ଖୋର୍ଦ୍ଧା: ଖୋର୍ଦ୍ଧା ଅଣ୍ଡା ଗ୍ରାମରେ ଦଶମ ଶ୍ରେଣୀର ଛାତ୍ରଙ୍କୁ ଛୁରା ମାଡ଼। ଅଣ୍ଡା ଗ୍ରାମର ମହତପଲା ସାହିର ପଞ୍ଚାନନ ଜେନାଙ୍କ ପୁଅ ପ୍ରଭାତ ଜେନା ଟିୟୁସନ ସାରି ଫେରୁଥିବା ସମୟରେ ଦୁଇଜଣ ଦୁର୍ବୁତ୍ତ ଛୁରା ମାରି ଫେରାର ହୋଇଯାଇଛନ୍ତି। ଛାତ୍ରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଆକ୍ରମଣର କାରଣ ଅସ୍ପଷ୍ଟ ରହିଥି।। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆକ୍ରମଣକାରୀ ଘଟଣା ସ୍ଥଳରୁ ଫେରାର […]

ଖୋର୍ଦ୍ଧା: ଖୋର୍ଦ୍ଧା ଅଣ୍ଡା ଗ୍ରାମରେ ଦଶମ ଶ୍ରେଣୀର ଛାତ୍ରଙ୍କୁ ଛୁରା ମାଡ଼। ଅଣ୍ଡା ଗ୍ରାମର ମହତପଲା ସାହିର ପଞ୍ଚାନନ ଜେନାଙ୍କ ପୁଅ ପ୍ରଭାତ ଜେନା ଟିୟୁସନ ସାରି ଫେରୁଥିବା ସମୟରେ ଦୁଇଜଣ ଦୁର୍ବୁତ୍ତ ଛୁରା ମାରି ଫେରାର ହୋଇଯାଇଛନ୍ତି। ଛାତ୍ରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଆକ୍ରମଣର କାରଣ ଅସ୍ପଷ୍ଟ ରହିଥି।। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆକ୍ରମଣକାରୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି।

About The Author: The Sakala