ଭୁବନେଶ୍ୱର : ଆସନ୍ତା ରବିବାରରୁ ଭୁବନେଶ୍ୱରରେ ଆୟୋଜିତ ହେବ ରାହାଗିରି । ଦୀର୍ଘ ବର୍ଷ ବ୍ୟବଧାନରେ ପୁଣି ଆୟୋଜିତ ହେବ ରାହାଗିରି। ସ୍ମାର୍ଟ ଜନପଥରେ ହେବ ବିଭିନ୍ନ କାର୍ଯ୍ୟକ୍ରମ। 25ତାରିଖରେ ଭୁବନେଶ୍ୱର ଫେରିବ ବିଶ୍ୱକପ ହକିର ଟ୍ରଫି। ଟ୍ରଫିକୁ ସ୍ୱାଗତ କରିବାକୁ ଆୟୋଜିତ ହେବ ବହୁ କାର୍ଯ୍ୟକ୍ରମ। ମିନି ମାରାଥନ ସହ ରାଜରାସ୍ତାରେ ଅନୁଷ୍ଠିତ ହେବ ବିଭିନ୍ନ ବର୍ଗଙ୍କ ମଧ୍ୟରେ ପ୍ରତିଯୋଗିତା। ବିଏମସି, ବିଡିଏ ଓ ସ୍ମାର୍ଟସିଟି ପକ୍ଷରୁ ଆୟୋଜିତ ହେବ ଏସବୁ କାର୍ଯ୍ୟକ୍ରମ। ଏଥିପାଇଁ ଆଜି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ବସିବ ପ୍ରସ୍ତୁତି ବୈଠକ ।
ଆସନ୍ତା ରବିବାରରୁ ଭୁବନେଶ୍ୱରରେ ଆୟୋଜିତ ହେବ ରାହାଗିରି
ଭୁବନେଶ୍ୱର : ଆସନ୍ତା ରବିବାରରୁ ଭୁବନେଶ୍ୱରରେ ଆୟୋଜିତ ହେବ ରାହାଗିରି । ଦୀର୍ଘ ବର୍ଷ ବ୍ୟବଧାନରେ ପୁଣି ଆୟୋଜିତ ହେବ ରାହାଗିରି। ସ୍ମାର୍ଟ ଜନପଥରେ ହେବ ବିଭିନ୍ନ କାର୍ଯ୍ୟକ୍ରମ। 25ତାରିଖରେ ଭୁବନେଶ୍ୱର ଫେରିବ ବିଶ୍ୱକପ ହକିର ଟ୍ରଫି। ଟ୍ରଫିକୁ ସ୍ୱାଗତ କରିବାକୁ ଆୟୋଜିତ ହେବ ବହୁ କାର୍ଯ୍ୟକ୍ରମ। ମିନି ମାରାଥନ ସହ ରାଜରାସ୍ତାରେ ଅନୁଷ୍ଠିତ ହେବ ବିଭିନ୍ନ ବର୍ଗଙ୍କ ମଧ୍ୟରେ ପ୍ରତିଯୋଗିତା। ବିଏମସି, ବିଡିଏ ଓ ସ୍ମାର୍ଟସିଟି ପକ୍ଷରୁ ଆୟୋଜିତ ହେବ ଏସବୁ କାର୍ଯ୍ୟକ୍ରମ। ଏଥିପାଇଁ ଆଜି […]