ଜମିବାଡ଼ି ବିବାଦରୁ ଦାଦାପୁଅ ଭାଇକୁ ଠେଙ୍ଗାରେ ପିଟି ହତ୍ୟା ଅଭିଯୋଗ

ଖୋର୍ଦ୍ଧା: ଜମିବାଡ଼ି ବିବାଦରୁ ଦାଦାପୁଅ ଭାଇକୁ ଠେଙ୍ଗାରେ ପିଟି ହତ୍ୟା । ନିରାକାରପୁର ନୂଆଗଡ଼ ପଞ୍ଚାୟତ ହରିପୁର ଗାଁରେ ହତ୍ୟାକାଣ୍ଡ ଘଟିଛି। ସାମାନ୍ୟ ବଚାରୁ ଏହି  ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି । ପ୍ରାଥମିକ ତଦନ୍ତରୁ ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ହତ୍ୟାକାଣ୍ଡ ହୋଇଥିବା  ସନ୍ଦେହ କରାଯାଉଛି। ଘଟଣା ପରେ ହତ୍ୟା ଅଭିଯୁକ୍ତ ବଡ଼ବାପା ପୁଅ ଫେରାର ହୋଇଯାଇଛି।

About The Author: The Sakala