ଭୁବନେଶ୍ବର: ଆଇନଶୃଙ୍ଖଳା ନାଁରେ ପୋଲିସକୁ ବିଜେପିର ଆକ୍ରମଣ ଘଟଣା। ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ଦାଶଙ୍କୁ ଭେଟିଲା ଅଲ୍ ଓଡ଼ିଶା ଷ୍ଟୁଡେଣ୍ଟ ଭଏସ ସଂଗଠନ। ସମ୍ବଲପୁରରେ ମହିଳା ପୋଲିସ ଅଧିକାରୀଙ୍କୁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ଆକ୍ରମଣ ଓ ଭୁବନେଶ୍ୱରରେ ଆଇନଶୃଙ୍ଖଳା ନାଁରେ ହିଂସାକାଣ୍ଡ ଘଟାଇବା ପଛର ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ ଦାବିରେ ଦାବିପତ୍ର ପ୍ରଦାନ କରାଯାଇଛି। ଡିଜିପିଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ଦାଶଙ୍କୁ ଦାବିପତ୍ର ପ୍ରଦାନ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଅଲ୍ ଓଡ଼ିଶା ଷ୍ଟୁଡେଣ୍ଟ ଭଏସ ସଂଗଠନ।
ଆଇନଶୃଙ୍ଖଳା ନାଁରେ ପୋଲିସକୁ ବିଜେପିର ଆକ୍ରମଣ ଘଟଣା: ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ ଦାବିରେ ଦାବିପତ୍ର ପ୍ରଦାନ
ଭୁବନେଶ୍ବର: ଆଇନଶୃଙ୍ଖଳା ନାଁରେ ପୋଲିସକୁ ବିଜେପିର ଆକ୍ରମଣ ଘଟଣା। ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ଦାଶଙ୍କୁ ଭେଟିଲା ଅଲ୍ ଓଡ଼ିଶା ଷ୍ଟୁଡେଣ୍ଟ ଭଏସ ସଂଗଠନ। ସମ୍ବଲପୁରରେ ମହିଳା ପୋଲିସ ଅଧିକାରୀଙ୍କୁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ଆକ୍ରମଣ ଓ ଭୁବନେଶ୍ୱରରେ ଆଇନଶୃଙ୍ଖଳା ନାଁରେ ହିଂସାକାଣ୍ଡ ଘଟାଇବା ପଛର ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ ଦାବିରେ ଦାବିପତ୍ର ପ୍ରଦାନ କରାଯାଇଛି। ଡିଜିପିଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ଦାଶଙ୍କୁ ଦାବିପତ୍ର ପ୍ରଦାନ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି […]