କଲ୍ୟାଣୀ ସେବା ଟ୍ରଷ୍ଟ ପକ୍ଷରୁ ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର : ଅଗ୍ରଣିୟ ସମାଜ ସେବା ସଙ୍ଗଠନ କଲ୍ୟାଣୀ ସେବା ଟ୍ରଷ୍ଟ ପକ୍ଷରୁ ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ଜୟ ଜଗନ୍ନାଥ ଫାଉଣ୍ଡେସନ ସଂଗଠନକୁ ନିମନ୍ତ୍ରଣ ପତ୍ର ଦେଇ ସମ୍ମାନିତ କରାଯାଇଛି । ଜୟ ଜଗନ୍ନାଥ ଫାଉଣ୍ଡେସନର ସଦସ୍ୟ ମନୋଜ କୁମାର ବେହେରା ଉତ୍ସବରେ ଯୋଗ ଦେଇ ସମ୍ମାନୀତ ହୋଇଛନ୍ତି। ସେଥିପାଇଁ ଜୟ ଜଗନ୍ନାଥ ଫାଉଣ୍ଡେସନର କର୍ମକର୍ତ୍ତା ମାନେ କଲ୍ୟାଣୀ ସେବା ଟ୍ରଷ୍ଟକୁ ଏବଂ କଲ୍ୟାଣୀ ସେବା ଟ୍ରଷ୍ଟର […]

ଭୁବନେଶ୍ୱର : ଅଗ୍ରଣିୟ ସମାଜ ସେବା ସଙ୍ଗଠନ କଲ୍ୟାଣୀ ସେବା ଟ୍ରଷ୍ଟ ପକ୍ଷରୁ ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ଜୟ ଜଗନ୍ନାଥ ଫାଉଣ୍ଡେସନ ସଂଗଠନକୁ ନିମନ୍ତ୍ରଣ ପତ୍ର ଦେଇ ସମ୍ମାନିତ କରାଯାଇଛି । ଜୟ ଜଗନ୍ନାଥ ଫାଉଣ୍ଡେସନର ସଦସ୍ୟ ମନୋଜ କୁମାର ବେହେରା ଉତ୍ସବରେ ଯୋଗ ଦେଇ ସମ୍ମାନୀତ ହୋଇଛନ୍ତି। ସେଥିପାଇଁ ଜୟ ଜଗନ୍ନାଥ ଫାଉଣ୍ଡେସନର କର୍ମକର୍ତ୍ତା ମାନେ କଲ୍ୟାଣୀ ସେବା ଟ୍ରଷ୍ଟକୁ ଏବଂ କଲ୍ୟାଣୀ ସେବା ଟ୍ରଷ୍ଟର ସଭାପତି ଗୀତା ବିଶ୍ୱାସଙ୍କୁ ହୃଦୟରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

About The Author: The Sakala