‘ଏକ୍ସ’ରେ ନାହିଁ କାର୍ତ୍ତିକ ପାଣ୍ଡିଆନଙ୍କ ଆକାଉଣ୍ଟ; ରାଜନୈତିକ ଉଦ୍ଦେଶ୍ୟ ରଖି କରାଯାଉଛି ଅପବ୍ୟବହାର

ଭୁବନେଶ୍ବର: ସୋସିଆଲ ମିଡିଆ ‘ଏକ୍ସ’ରେ ନାହିଁ କାର୍ତ୍ତିକ ପାଣ୍ଡିଆନଙ୍କ ଆକାଉଣ୍ଟ। ଏ ନେଇ ନିଜେ କାର୍ତ୍ତିକ ପାଣ୍ଡିଆନ ତାଙ୍କ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ‘ଏକ୍ସ’ରେ ଆକାଉଣ୍ଟ ନ ଥିବା ନେଇ ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି। ପୋଷ୍ଟରେ ସେ ଲେଖିଛନ୍ତି ଯେ, ସୋସିଆଲ ମିଡିଆ ଏକ୍ସରେ ମୋର ଆକାଉଣ୍ଟ ନାହିଁ। କିଛି ବ୍ୟକ୍ତି ରାଜନୈତିକ ଉଦ୍ଦେଶ୍ୟ ରଖି ମୋ ନାରେ ଫେକ ଆକାଉଣ୍ଟ କରି ଚଲାଉଛନ୍ତିି। ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କ ଫଟୋ ଓ […]

ଭୁବନେଶ୍ବର: ସୋସିଆଲ ମିଡିଆ ‘ଏକ୍ସ’ରେ ନାହିଁ କାର୍ତ୍ତିକ ପାଣ୍ଡିଆନଙ୍କ ଆକାଉଣ୍ଟ। ଏ ନେଇ ନିଜେ କାର୍ତ୍ତିକ ପାଣ୍ଡିଆନ ତାଙ୍କ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ‘ଏକ୍ସ’ରେ ଆକାଉଣ୍ଟ ନ ଥିବା ନେଇ ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି।

ପୋଷ୍ଟରେ ସେ ଲେଖିଛନ୍ତି ଯେ, ସୋସିଆଲ ମିଡିଆ ଏକ୍ସରେ ମୋର ଆକାଉଣ୍ଟ ନାହିଁ। କିଛି ବ୍ୟକ୍ତି ରାଜନୈତିକ ଉଦ୍ଦେଶ୍ୟ ରଖି ମୋ ନାରେ ଫେକ ଆକାଉଣ୍ଟ କରି ଚଲାଉଛନ୍ତିି। ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କ ଫଟୋ ଓ ନାର ଅପବ୍ୟବହାର କରାଯାଇଥିବା ସେ କହିଛନ୍ତି।

About The Author: The Sakala