ଚଣ୍ଡିଖୋଲ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ତିନି ଜଣକ ଜୀବନ । NH 16 ଚଣ୍ଡିଖୋଲ ଛତିଆ ରାସ୍ତାର କଡେଇ ଛକ ନିକଟରେ ଅଜଣା ଗାଡି ଧକାରେ ବାଇକରେ ଥିବା ତିନି ଜଣଙ୍କର ମୃତ୍ୟୁ ହୋଇଛି ।ଗତକାଲି ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା । ମୃତକ ମାନେ ଧର୍ମଶାଳା ଅଂଚଳର ବୋଲି ଜଣା ପଡିଛି । ବିଳମ୍ୱିତ ରାତିରେ ବାଇକ୍କୁ ଏକ ଅଜଣା ଗାଡି ପିଟିଦେଇଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ତିନି ବାଇକ୍ ଆରୋହୀଙ୍କ ଜୀବନ
ଚଣ୍ଡିଖୋଲ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ତିନି ଜଣକ ଜୀବନ । NH 16 ଚଣ୍ଡିଖୋଲ ଛତିଆ ରାସ୍ତାର କଡେଇ ଛକ ନିକଟରେ ଅଜଣା ଗାଡି ଧକାରେ ବାଇକରେ ଥିବା ତିନି ଜଣଙ୍କର ମୃତ୍ୟୁ ହୋଇଛି ।ଗତକାଲି ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା । ମୃତକ ମାନେ ଧର୍ମଶାଳା ଅଂଚଳର ବୋଲି ଜଣା ପଡିଛି । ବିଳମ୍ୱିତ ରାତିରେ ବାଇକ୍କୁ ଏକ ଅଜଣା ଗାଡି ପିଟିଦେଇଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି […]