ଯାଜପୁର : ଥାନା ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ। ଥାନା ଗାଡ଼ି ଭାଙ୍ଗିବା ସହ ଅଭିଯୁକ୍ତଙ୍କୁ ଛଡ଼ାଇ ନେଲେ ଲୋକେ। ଯାଜପୁର କୋରେଇ ଥାନା ଅଧିକାରୀ ରାକେଶ ତ୍ରିପାଠୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ଏକ ଚୋରୀ ବାଇକ୍ ସିଜ୍ କରିବାକୁ ଆସିଥିବା ସମୟରେ ପୂର୍ବକୋଟ ହାଟ ନିକଟରେ କୋରେଇ ଥାନା ଅଧିକାରୀ ଓ ଅନ୍ୟ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରି, ଥାନା ଗାଡ଼ି ଭାଙ୍ଗିବା ସହ ଅଭିଯୁକ୍ତଙ୍କୁ ଛଡ଼ାଇ ନେଇଛନ୍ତି ଲୋକ।
କୋରେଇ ଥାନା ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ, ଥାନା ଗାଡ଼ି ଭାଙ୍ଗିବା ସହ ଅଭିଯୁକ୍ତଙ୍କୁ ଛଡ଼ାଇ ନେଲେ