ଜଗତସିଂହପୁର: ୫ଲକ୍ଷ ଟଙ୍କା ଦାଦା ବଟି ମାଗି ବିଜେପି ନେତା ଗିରଫ ହୋଇଛନ୍ତି। ନୂଆପଡା ବାଲିଘାଟରେ ବନ୍ଧୁକ ଲଗାଇ ଆତଙ୍କ ରାଜ୍ କରିଥିଲେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସମ୍ପାଦକ ପ୍ରକାଶ ଦଳାଇ । ତିର୍ତ୍ତୋଲ ପୁଲିସ ଦ୍ୱାରା ଗିରଫ ହୋଇଛନ୍ତି ଉକ୍ତ ବିଜେପି କର୍ମୀ । ଏଥିସହ ଏହି ଘଟଣାରେ ସମ୍ପୃକ୍ତ ବିଜେପିର ଆଉ ୯ ଜଣ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଆତଙ୍କ ରାଜ୍ ସହ ୬ ଟି ତେଲ ବ୍ୟରେଳ ମହନଦୀକୁ ଫିଙ୍ଗିଦେଇଥିଲେ।
ବାଲିଘାଟରୁ ଗଲା ବେଳେ ୮୨ ହଜାର ଟଙ୍କା ଡ୍ରରୁ ନେଇଯାଇଥିବା ସୂଚନା।
ଦାଦା ବଟି ମାଗି ଗିରଫ ହେଲେ ବିଜେପି ନେତା
ଜଗତସିଂହପୁର: ୫ଲକ୍ଷ ଟଙ୍କା ଦାଦା ବଟି ମାଗି ବିଜେପି ନେତା ଗିରଫ ହୋଇଛନ୍ତି। ନୂଆପଡା ବାଲିଘାଟରେ ବନ୍ଧୁକ ଲଗାଇ ଆତଙ୍କ ରାଜ୍ କରିଥିଲେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସମ୍ପାଦକ ପ୍ରକାଶ ଦଳାଇ । ତିର୍ତ୍ତୋଲ ପୁଲିସ ଦ୍ୱାରା ଗିରଫ ହୋଇଛନ୍ତି ଉକ୍ତ ବିଜେପି କର୍ମୀ । ଏଥିସହ ଏହି ଘଟଣାରେ ସମ୍ପୃକ୍ତ ବିଜେପିର ଆଉ ୯ ଜଣ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଆତଙ୍କ ରାଜ୍ ସହ ୬ ଟି ତେଲ ବ୍ୟରେଳ ମହନଦୀକୁ […]