ରାଜଧାନୀରେ ଚାଞ୍ଚଲ୍ୟ: ସ୍ତ୍ରୀର ତଣ୍ଟି କାଟି ହତ୍ୟା କଲା ନୃଶଂସ ସ୍ୱାମୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ହତ୍ୟା । ସ୍ତ୍ରୀର ତଣ୍ଟି କାଟି ବିଭତ୍ସ ଭାବେ ହତ୍ୟା କଲା ସ୍ୱାମୀ । ଏୟାରଫିଲଡ଼ ଥାନା କୁହା ଅନ୍ତର୍ଗତ ସ୍ୱସ୍ତିକ ନଗରରେ ଘଟିଛି ଏପରି ହତ୍ୟାକାଣ୍ଡ । ମୃତ ମହିଳା ହେଉଛନ୍ତି ପ୍ରିୟମ୍ବଦା ଷଡଙ୍ଗୀ । ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ସ୍ୱାମୀ ଦେବରାଜ ଷଡଙ୍ଗୀଙ୍କୁ ଅଟକ ରଖିଛି ପୋଲିସ । ଘଟଣାସ୍ଥଳରେ ଏୟାରଫିଲ୍ଡ ଥାନା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

About The Author: Madhusudan Das