ଭିଜିଲାନ୍ସ ଜାଲରେ ଗୋଲେଇପୁର ପଞ୍ଚାୟତ GRS, ଇନ୍ଦିରା ଆବାସ ଯୋଗାଇଦେବାକୁ ନେଉଥିଲେ ୫ ହଜାର ଟଙ୍କା ଲାଞ୍ଚ

ଯାଜପୁର: ଭିଜିଲାନ୍ସ ଜାଲରେ କୋରେଇ ବ୍ଲକ ଅନ୍ତର୍ଗତ ଗୋଲେଇପୁର ପଞ୍ଚାୟତର ଜିଆରଏସ । ଇନ୍ଦିରା ଆବାସ ଘର ଯୋଗାଇଦେବାକୁ କହି ତେଲିଆ ଗାଁର ଜଣେ ବ୍ୟକ୍ତିଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜିଆରଏସ ଦିଲୀପ କୁମାର ଦିକ୍ଷୀତଙ୍କୁ ମାଡ଼ିବସିଛି ଭିଜିଲାନ୍ସ ବିଭାଗ । ଭିଜିଲାନ୍ସ ତାଙ୍କଠାରୁ ନେଇଥିବା ଲାଞ୍ଚ ଟଙ୍କା ଜବତ କରିବା ସହ ଯାଜପୁର ସ୍ଥିତ ଘରେ ମଧ୍ୟ ଚଢ଼ଉ ଜାରି ରଖିଛି। ଏହି ପ୍ରସଙ୍ଗରେ ଏକ ମାମଲା ରୁଜୁ ହୋଇ ଆଗାମୀ […]

ଯାଜପୁର: ଭିଜିଲାନ୍ସ ଜାଲରେ କୋରେଇ ବ୍ଲକ ଅନ୍ତର୍ଗତ ଗୋଲେଇପୁର ପଞ୍ଚାୟତର ଜିଆରଏସ । ଇନ୍ଦିରା ଆବାସ ଘର ଯୋଗାଇଦେବାକୁ କହି ତେଲିଆ ଗାଁର ଜଣେ ବ୍ୟକ୍ତିଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜିଆରଏସ ଦିଲୀପ କୁମାର ଦିକ୍ଷୀତଙ୍କୁ ମାଡ଼ିବସିଛି ଭିଜିଲାନ୍ସ ବିଭାଗ । ଭିଜିଲାନ୍ସ ତାଙ୍କଠାରୁ ନେଇଥିବା ଲାଞ୍ଚ ଟଙ୍କା ଜବତ କରିବା ସହ ଯାଜପୁର ସ୍ଥିତ ଘରେ ମଧ୍ୟ ଚଢ଼ଉ ଜାରି ରଖିଛି। ଏହି ପ୍ରସଙ୍ଗରେ ଏକ ମାମଲା ରୁଜୁ ହୋଇ ଆଗାମୀ ତଦନ୍ତ ଜାରି ରହିଛି।

About The Author: The Sakala