By
The Sakala
ଭୁବନେଶ୍ବର: ଗ୍ରାହକଙ୍କ ପାଇଁ ଖୁସି ଖବର। କମିଲା ସୁନା ଦର। ସୁନାର ଦର ଦେଖି ଗ୍ରାହକ ଚିନ୍ତାରେ ଥିବା ବେଳେ ଏବେ ଆଶ୍ବସ୍ତି ଆଣିଛି ସୁନା ବଜାର । ସୁନା ଦର ମୋଟ ୧୮୦୦ ଟଙ୍କା ହ୍ରାସ ପାଇଛି । ତେବେ ପୂର୍ବରୁ ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍କୁ ଦର ୭୩, ୮୦୦ ଟଙ୍କାରେ ବିକ୍ରି ହୋଉଥିବାବେଳେ ଏବେ ୨୨ କ୍ୟାରେଟ ଦର ରହିଛି ୭୨ ହଜାର । ସେହିପରି, ୨୪ କ୍ୟାରେଟ […]
ଭୁବନେଶ୍ବର: ଗ୍ରାହକଙ୍କ ପାଇଁ ଖୁସି ଖବର। କମିଲା ସୁନା ଦର। ସୁନାର ଦର ଦେଖି ଗ୍ରାହକ ଚିନ୍ତାରେ ଥିବା ବେଳେ ଏବେ ଆଶ୍ବସ୍ତି ଆଣିଛି ସୁନା ବଜାର । ସୁନା ଦର ମୋଟ ୧୮୦୦ ଟଙ୍କା ହ୍ରାସ ପାଇଛି । ତେବେ ପୂର୍ବରୁ ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍କୁ ଦର ୭୩, ୮୦୦ ଟଙ୍କାରେ ବିକ୍ରି ହୋଉଥିବାବେଳେ ଏବେ ୨୨ କ୍ୟାରେଟ ଦର ରହିଛି ୭୨ ହଜାର ।
ସେହିପରି, ୨୪ କ୍ୟାରେଟ ସୁନା ଦର ଗ୍ରାମ ପ୍ରତି ୮ ହଜାର ୫୨ ଟଙ୍କାରେ ବିକ୍ରି ହେଉଥିବା ବେଳେ ୨୨ କ୍ୟାରେଟ ୭ ହଜାର ୨୦୮୨ ଟଙ୍କା ରହିଛି ।
About The Author: The Sakala