ଭୁବନେଶ୍ବର: ବିଜେବି କଲେଜର ଜଣେ ପୂର୍ବତନ ଛାତ୍ରକୁ ପୁଲିସ କଲେଜ କ୍ୟାମ୍ପସ ମଧ୍ୟରୁ ଉଠାଇ ନେଇଛି। ଏହାକୁ ନେଇ ବିଜେବି କଲେଜରେ ଉତ୍ତେଜନା ଦେଖାଦେଇଛି । ପୂରାତନ ଛାତ୍ର ସ୍ମୃତି ରଂଜନ ପଣ୍ଡାଙ୍କୁ ପୁଲିସ କ୍ୟାମ୍ପସ ମଧ୍ୟରୁ ଉଠାଇ ନେଇଛି। ଗତକାଲି ରାତି ପ୍ରାୟ ରାତି ୮ ଟାରୁ ୯ଟା ମଧ୍ୟରେ ସ୍ମୃତି କ୍ୟାମ୍ପସରେ ଉପସ୍ଥିତ ଥିବା ବେଳେ ପୁଲିସ ଉଠାଇ ନେଇଥିଲା । ଯାହାକୁ ନେଇ ଆଜି ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ସମସ୍ତ କ୍ଲାସ ବନ୍ଦ ରହିଥିବା ବେଳେ ଛାତ୍ରଛାତ୍ରୀ ମାନେ କଲେଜ ଗେଟରେ ତାଲା ପକାଇବା ସହ ରାଜପଥ ଅବରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି ।
ବିଜେବି କଲେଜର ପୂର୍ବତନ ଛାତ୍ରଙ୍କୁ କ୍ୟାମ୍ପସରୁ ଉଠାଇ ନେଲା ପୁଲିସ, ଗେଟରେ ତାଲା ପକାଇଲେ ଛାତ୍ରଛାତ୍ରୀ
ଭୁବନେଶ୍ବର: ବିଜେବି କଲେଜର ଜଣେ ପୂର୍ବତନ ଛାତ୍ରକୁ ପୁଲିସ କଲେଜ କ୍ୟାମ୍ପସ ମଧ୍ୟରୁ ଉଠାଇ ନେଇଛି। ଏହାକୁ ନେଇ ବିଜେବି କଲେଜରେ ଉତ୍ତେଜନା ଦେଖାଦେଇଛି । ପୂରାତନ ଛାତ୍ର ସ୍ମୃତି ରଂଜନ ପଣ୍ଡାଙ୍କୁ ପୁଲିସ କ୍ୟାମ୍ପସ ମଧ୍ୟରୁ ଉଠାଇ ନେଇଛି। ଗତକାଲି ରାତି ପ୍ରାୟ ରାତି ୮ ଟାରୁ ୯ଟା ମଧ୍ୟରେ ସ୍ମୃତି କ୍ୟାମ୍ପସରେ ଉପସ୍ଥିତ ଥିବା ବେଳେ ପୁଲିସ ଉଠାଇ ନେଇଥିଲା । ଯାହାକୁ ନେଇ ଆଜି ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି […]