ପାରିବାରିକ କଳହର କରୁଣ ପରିଣତି: ପୁଅର ଗୁଳିମାଡ଼ରେ ଗଲା ବାପାଙ୍କ ଜୀବନ

ଗୁଣପୁର: ପୁଅର ଗୁଳି ମାଡ଼ରେ ବାପାଙ୍କ ମୃତ୍ୟୁ । ଗୁଣପୁରର ପୁଟାସିଂ ଥାନା କୁଲୁସିଂ ପଞ୍ଚାୟତର ଗୁଡି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ଜଣକ ହେଲେ କାଞ୍ଚିନୋ ଦଳ ବେହେରା। ପାରିବାରିକ କଳହକୁ ନେଇ ଏହି ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ପୁଟାସିଂ ଆଇଆଇସି ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ଗୁଣପୁର ଡାକ୍ତରଖାନାକୁ ପଠାଇଛନ୍ତି। ଘଟଣାସ୍ଥଳରେ ରାୟଗଡ଼ାରୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ପୋଲିସ ସହ […]

ଗୁଣପୁର: ପୁଅର ଗୁଳି ମାଡ଼ରେ ବାପାଙ୍କ ମୃତ୍ୟୁ । ଗୁଣପୁରର ପୁଟାସିଂ ଥାନା କୁଲୁସିଂ ପଞ୍ଚାୟତର ଗୁଡି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ଜଣକ ହେଲେ କାଞ୍ଚିନୋ ଦଳ ବେହେରା। ପାରିବାରିକ କଳହକୁ ନେଇ ଏହି ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ପୁଟାସିଂ ଆଇଆଇସି ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ଗୁଣପୁର ଡାକ୍ତରଖାନାକୁ ପଠାଇଛନ୍ତି। ଘଟଣାସ୍ଥଳରେ ରାୟଗଡ଼ାରୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ପୋଲିସ ସହ ତଦନ୍ତ କରିଛନ୍ତି।

About The Author: The Sakala