ଭୁବନେଶ୍ବର: ମାଟ୍ରିକ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି । ବିଜ୍ଞାନ C- ସେଟ୍ରେ ୪ ମାର୍କ କମ୍ ଥିବା ସୂଚନା । ତ୍ରୁଟିକୁ ସ୍ବୀକାର କଲେ ବୋର୍ଡ ସଭାପତି । ଯେପରି ପରୀକ୍ଷାର୍ଥୀଙ୍କର କ୍ଷତି ନ ହେବ ବିଚାର କରୁଛୁ ବୋଲି କହିଛନ୍ତି ବୋର୍ଡ ସଭାପତି। ଏଥିସହ ପ୍ରଶ୍ନପତ୍ର ଭାଇରାଲ କଥାକୁ ଖାରଜ କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ।
ମାଟ୍ରିକ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି, ସ୍ବୀକାର କଲେ ବୋର୍ଡ ସଭାପତି