OLX ରେ ଘରଭଡ଼ା ଦେବାକୁ କହି ଠକେଇ

ଭୁବନେଶ୍ବର: ଓଏଲ୍‌ଏକ୍ସରେ ଘରଭଡ଼ାକୁ ଦେବାକୁ କହି ଜଣେ ଯୁବତୀଙ୍କଠାରୁ ଠକେଇ କରିଛି ସାଇବର ଠକେଇ ଶିକାର ଜଣକ ହେଲେ ଶୁଭଲକ୍ଷ୍ମୀ ସାହୁ। ତାଙ୍କ ଆକାଉଣ୍ଟରୁ ୮ହଜାର ଟଙ୍କା କଟିଯାଇଥିବା ସାଇବର ହେଲ୍ସଡେସ୍କରେ ଅଭିଯୋଗ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ବିଜ୍ଞାପନ ଦେଖ୍ ଘରଭଡ଼ା ନେବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହାପରେ ସେଥିରେ ଥିବା ନମ୍ବରରେ ଯୋଗାଯୋଗ କରିଥିଲେ ଘରର ଫଟୋ ଏବଂ ସୁବିଧା ଦେଖୁ ସେଥିରେ ଦିଆଯାଇଥିବା ସବୁ ତଥ୍ୟ ଦେଇଥିଲେ। ଏହାପରେ ଶୁଭଲକ୍ଷ୍ମୀଙ୍କ ଜମାଖାତାରୁ ଟଙ୍କା […]

ଭୁବନେଶ୍ବର: ଓଏଲ୍‌ଏକ୍ସରେ ଘରଭଡ଼ାକୁ ଦେବାକୁ କହି ଜଣେ ଯୁବତୀଙ୍କଠାରୁ ଠକେଇ କରିଛି ସାଇବର ଠକେଇ ଶିକାର ଜଣକ ହେଲେ ଶୁଭଲକ୍ଷ୍ମୀ ସାହୁ। ତାଙ୍କ ଆକାଉଣ୍ଟରୁ ୮ହଜାର ଟଙ୍କା କଟିଯାଇଥିବା ସାଇବର ହେଲ୍ସଡେସ୍କରେ ଅଭିଯୋଗ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ବିଜ୍ଞାପନ ଦେଖ୍ ଘରଭଡ଼ା ନେବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହାପରେ ସେଥିରେ ଥିବା ନମ୍ବରରେ ଯୋଗାଯୋଗ କରିଥିଲେ ଘରର ଫଟୋ ଏବଂ ସୁବିଧା ଦେଖୁ ସେଥିରେ ଦିଆଯାଇଥିବା ସବୁ ତଥ୍ୟ ଦେଇଥିଲେ। ଏହାପରେ ଶୁଭଲକ୍ଷ୍ମୀଙ୍କ ଜମାଖାତାରୁ ଟଙ୍କା କାଟିନେଇଯାଇଥିଲେ ଠିକ।

About The Author: The Sakala