ସମ୍ବଲପୁର: ସମ୍ବଲପୁରରେ ପୁଲିସ ଡିଜି ୱାଇବି ଖୁରାନିଆ । ସମ୍ବଲପୁରରେ ପହଞ୍ଚି ପ୍ରଥମେ ମାଆ ସମଲେଶ୍ବରୀଙ୍କ ଦର୍ଶନ କରିଥିଲେ । ପରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ଏସପି ମୁକେଶ ଭାମୁଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଉତ୍ତରାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପଦକ ପ୍ରଦାନ ଉତ୍ସବରେ ଯୋଗ ଦେଇଥିଲେ ଡିଜିପି । ଏବେ ଉତ୍ତରାଞ୍ଚଳ ରେଞ୍ଜର ଗୋଟିଏ ଜିଲ୍ଲାରେ ମାଓବାଦୀ ଦମନ ପାଇଁ ପ୍ରୟାସ ଜାରି ରହିଛି । ଛତିଶଗଡ ଓ ଆନ୍ଧ୍ର ସଂଲଗ୍ନ ଜିଲ୍ଲାରେ ଜୋରଦାର କମ୍ବିଂ ଅପରେସନ ଚାଲିଛି । ଯେଉଁ ଯେଉଁ ଜିଲ୍ଲାରେ ମାଓବାଦୀ ସକ୍ରିୟ ଅଛନ୍ତି ସେସବୁ ଜାଗାରେ ଗୁଇନ୍ଦା କାମ କରୁଛି । ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ ଆହ୍ବାନ ଦେଇଛନ୍ତି ଡିଜିପି ।
ହିଂସା ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ ଡିଜିପିଙ୍କ ଆହ୍ବାନ
ସମ୍ବଲପୁର: ସମ୍ବଲପୁରରେ ପୁଲିସ ଡିଜି ୱାଇବି ଖୁରାନିଆ । ସମ୍ବଲପୁରରେ ପହଞ୍ଚି ପ୍ରଥମେ ମାଆ ସମଲେଶ୍ବରୀଙ୍କ ଦର୍ଶନ କରିଥିଲେ । ପରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ଏସପି ମୁକେଶ ଭାମୁଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଉତ୍ତରାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପଦକ ପ୍ରଦାନ ଉତ୍ସବରେ ଯୋଗ ଦେଇଥିଲେ ଡିଜିପି । ଏବେ ଉତ୍ତରାଞ୍ଚଳ ରେଞ୍ଜର ଗୋଟିଏ ଜିଲ୍ଲାରେ ମାଓବାଦୀ ଦମନ ପାଇଁ ପ୍ରୟାସ ଜାରି ରହିଛି । ଛତିଶଗଡ ଓ […]