ନୂଆବର୍ଷରେ ଅଭାବନୀୟ କାଣ୍ଡ: ପୁଅର ଛୁରା ମାଡରେ ବାପାର ମୃତ୍ଯୁ

ଦେବଗଡ଼: ନୂଆବର୍ଷରେ ଅଭାବନୀୟ କାଣ୍ଡ । ଦେବଗଡ଼ ଥାନା ଅନ୍ତର୍ଗତ କାଉଁସିବାହାଳ ଗ୍ରାମରେ ପୁଅର ଛୁରା ମାଡରେ ବାପାର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ହେଲେ ୭୦ ବର୍ଷୀୟ ବୃଦ୍ଧ ରତ୍ନାକର ପ୍ରଧାନ। ଅଭିଯୁକ୍ତ ପୁଅ ଦୁର୍ଯ୍ୟୋଧନକୁ ଦେବଗଡ଼ ଥାନା ପୁଲିସ କାବୁ କରିଛି। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚିଛି। ଆଇଆଇସି ସୁରେନ୍ଦ୍ର ନାୟକ ଘଟଣାର ତଦନ୍ତ ଆରମ୍ଭ କରିବା ସହ ହତ୍ୟାରେ ବ୍ୟବହୃତ ଛୁରୀକୁ ଜବତ କରିଛନ୍ତି। ଏଥିସହ ମୃତଦେହକୁ ବ୍ୟବଛେଦ […]

ଦେବଗଡ଼: ନୂଆବର୍ଷରେ ଅଭାବନୀୟ କାଣ୍ଡ । ଦେବଗଡ଼ ଥାନା ଅନ୍ତର୍ଗତ କାଉଁସିବାହାଳ ଗ୍ରାମରେ ପୁଅର ଛୁରା ମାଡରେ ବାପାର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ହେଲେ ୭୦ ବର୍ଷୀୟ ବୃଦ୍ଧ ରତ୍ନାକର ପ୍ରଧାନ। ଅଭିଯୁକ୍ତ ପୁଅ ଦୁର୍ଯ୍ୟୋଧନକୁ ଦେବଗଡ଼ ଥାନା ପୁଲିସ କାବୁ କରିଛି। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚିଛି। ଆଇଆଇସି ସୁରେନ୍ଦ୍ର ନାୟକ ଘଟଣାର ତଦନ୍ତ ଆରମ୍ଭ କରିବା ସହ ହତ୍ୟାରେ ବ୍ୟବହୃତ ଛୁରୀକୁ ଜବତ କରିଛନ୍ତି। ଏଥିସହ ମୃତଦେହକୁ ବ୍ୟବଛେଦ ପାଇଁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିବା ଜଣା ପଡିଛି।

About The Author: The Sakala