ଭୁବନେଶ୍ବର : ସରକାର ଚାଷୀ ସମାବେଶକୁ ନେଇ ବର୍ଷିଲେ ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ଚାଷୀଙ୍କ ଧାନ ଉଠୁନି, ସରକାରଙ୍କୁ ଚାଷୀଙ୍କୁ ଘୋଷଣା କରିଥିଲେ ବୋନସ ଦେବାକୁ, ମାତ୍ର ୨୫ ପ୍ରତିଶତ ଚାଷୀଙ୍କୁ ବୋନସ ଦେଇ ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କୁ ଠକିଦେଲେ । ଏବେ ବର୍ଷା ହେଉଛି, ମଣ୍ଡିରେ ଧାନ ପଡ଼ିଛି । ଯେଉଁଚାଷୀମାନେ ଧାନ ବିକ୍ରି କରିଛନ୍ତି ସେ ଚାଷୀଙ୍କୁ ତାଙ୍କ ପ୍ରାପ୍ୟ ଦେଇନାହାନ୍ତି । ଧାନ ବିକ୍ରୀ ସମୟରେ କଟନୀ ଛଟନୀ ଜାରୀ ରହିଛି । ଏପରି ସ୍ଥିତି ରେ କେମିତି ସରକାର ସମାବେଶ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଚାଷୀ ସମାବେଶ ନୁହେଁ, ଡ୍ରାମା କରୁଛନ୍ତି । ସରକାର ଏବେ ନାଟକ କରୁଛନ୍ତି । ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କୁ ବସାଇ, ସରକାର ଯଦି ଚାଷୀଙ୍କ ଦୁଃଖ ନବୁଝିବେ, ତେବେ ଚାଷୀ ଆତ୍ମହତ୍ୟା କଲେ ଦାୟୀ ରହିବେ ବୋଲି ତାରା ପ୍ରସାଦ ବାହିନୀପତି କହିଛନ୍ତି।
ମୁଖ୍ୟମନ୍ତ୍ରୀ ଚାଷୀ ସମାବେଶ ନୁହେଁ, ଡ୍ରାମା କରୁଛନ୍ତି : ତାରା ପ୍ରସାଦ ବାହିନୀପତି
ଭୁବନେଶ୍ବର : ସରକାର ଚାଷୀ ସମାବେଶକୁ ନେଇ ବର୍ଷିଲେ ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ଚାଷୀଙ୍କ ଧାନ ଉଠୁନି, ସରକାରଙ୍କୁ ଚାଷୀଙ୍କୁ ଘୋଷଣା କରିଥିଲେ ବୋନସ ଦେବାକୁ, ମାତ୍ର ୨୫ ପ୍ରତିଶତ ଚାଷୀଙ୍କୁ ବୋନସ ଦେଇ ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କୁ ଠକିଦେଲେ । ଏବେ ବର୍ଷା ହେଉଛି, ମଣ୍ଡିରେ ଧାନ ପଡ଼ିଛି । ଯେଉଁଚାଷୀମାନେ ଧାନ ବିକ୍ରି କରିଛନ୍ତି ସେ ଚାଷୀଙ୍କୁ ତାଙ୍କ ପ୍ରାପ୍ୟ ଦେଇନାହାନ୍ତି । ଧାନ ବିକ୍ରୀ ସମୟରେ କଟନୀ […]