ବଦଳିଲା ‘ମୋ ବସ୍’ ଚଳାଚଳ ସମୟ

ଭୁବନେଶ୍ବର: ବଦଳିଲା ‘ମୋ ବସ’ ଚଳାଚଳ ସମୟ । ରାଜ୍ଯରେ କରୋନା ବୃଦ୍ଧି ପାଇଁ ନାଇଟ କର୍ଫ୍ଯୁ ଜାରି ହୋଇଛି। ନାଇଟ କର୍ଫ୍ଯୁ ପାଇଁ ‘ମୋ ବସ’ ଚଳାଚଳ ସମୟ ବଦଳିଥିବା ଜଣାପଡ଼ିଛି। ସକାଳ ୭ଟାରୁ- ସନ୍ଧ୍ଯା ୭ଟା ଯାଏଁ  ଚାଲିବ ‘ମୋ ବସ’ । ଏ ନେଇ କୃଟ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। 📢 𝐍𝐨𝐭𝐢𝐜𝐞 Here is the new time table of #MoBus w.e.f 18.04.21.👇 While the […]

ଭୁବନେଶ୍ବର: ବଦଳିଲା ‘ମୋ ବସ’ ଚଳାଚଳ ସମୟ । ରାଜ୍ଯରେ କରୋନା ବୃଦ୍ଧି ପାଇଁ ନାଇଟ କର୍ଫ୍ଯୁ ଜାରି ହୋଇଛି। ନାଇଟ କର୍ଫ୍ଯୁ ପାଇଁ ‘ମୋ ବସ’ ଚଳାଚଳ ସମୟ ବଦଳିଥିବା ଜଣାପଡ଼ିଛି। ସକାଳ ୭ଟାରୁ- ସନ୍ଧ୍ଯା ୭ଟା ଯାଏଁ  ଚାଲିବ ‘ମୋ ବସ’ । ଏ ନେଇ କୃଟ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

About The Author: The Sakala