IAS ବିଷ୍ଣୁପଦ ସେଠୀଙ୍କ ବାସଭବନରେ CBI ଚଢାଉ

ଭୁବନେଶ୍ବର: ବରିଷ୍ଠ IAS ବିଷ୍ଣୁପଦ ସେଠୀଙ୍କ ବାସଭବନରେ ସିବିଆଇ ଚଢାଉ । ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍‌କୁ ନେଇ ୮ ଜଣିଆ ଟିମ୍‌ର ଖୋଳତାଡ । ବିଷ୍ଣୁପଦ ସେଠୀଙ୍କ ସରକାରୀ ବାସଭବନରେ ରେଡ୍ କରାଯାଉଛି । ସକାଳୁ ସକାଳୁ ଚଢାଉ କରିଛି ସିବିଆଇ । ସେପଟେ ରେଡ୍ ପଡିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଷ୍ଣୁପଦ । ସେ କହିଛନ୍ତି ବିନା ଦୋଷରେ ମୋ ଘରେ ରେଡ୍ କରାଯାଉଛି । ଏମିତିକି ମୁଁ ପରିବାର ଅଛନ୍ତି […]

ଭୁବନେଶ୍ବର: ବରିଷ୍ଠ IAS ବିଷ୍ଣୁପଦ ସେଠୀଙ୍କ ବାସଭବନରେ ସିବିଆଇ ଚଢାଉ । ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍‌କୁ ନେଇ ୮ ଜଣିଆ ଟିମ୍‌ର ଖୋଳତାଡ । ବିଷ୍ଣୁପଦ ସେଠୀଙ୍କ ସରକାରୀ ବାସଭବନରେ ରେଡ୍ କରାଯାଉଛି । ସକାଳୁ ସକାଳୁ ଚଢାଉ କରିଛି ସିବିଆଇ । ସେପଟେ ରେଡ୍ ପଡିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଷ୍ଣୁପଦ । ସେ କହିଛନ୍ତି ବିନା ଦୋଷରେ ମୋ ଘରେ ରେଡ୍ କରାଯାଉଛି । ଏମିତିକି ମୁଁ ପରିବାର ଅଛନ୍ତି ବିନା ଲେଡି ଅଫିସରରେ ଆସିଛନ୍ତି । ଏହା ନିହାତି ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି ।

About The Author: The Sakala