ପିପିଲି: କାର୍ରୁ ୩୭୮ ଗ୍ରାମର ବ୍ରାଉନସୁଗାର ଜବତ କରିଛି ପୋଲିସ । ପିପିଲି ଥାନା ଅନ୍ତର୍ଗତ ନିମାପଡ଼ା ବାଇପାସ୍ ଛକରୁ ଏକ କାର୍ରୁ ବ୍ରାଉନସୁଗାର ଜବତ ହୋଇଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ୨ ଜଣଙ୍କୁ ଗିରଫ କରିବା ସହ ଏକ କାର୍କୁ ଜବତ କରିଛି ପୋଲିସ । ବାଲେଶ୍ୱରରୁ ଏହି ବ୍ରାଉନସୁଗାର ଆସୁଥିବା ବେଳେ ଅଟକ ଥିବା ୨ ଯୁବକ ରାଉଲକେଲାର ବୋଲି ସୂଚନା ମିଳିଛି । ଗୁଇନ୍ଦା ସୂତ୍ରରୁ ଖବରପାଇ ପୁରୀ ଅବକାରୀ ବିଭାଗ ଚଢ଼ାଉ କରିଥିଲା।
କାର୍ ଭିତରୁ ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ
ପିପିଲି: କାର୍ରୁ ୩୭୮ ଗ୍ରାମର ବ୍ରାଉନସୁଗାର ଜବତ କରିଛି ପୋଲିସ । ପିପିଲି ଥାନା ଅନ୍ତର୍ଗତ ନିମାପଡ଼ା ବାଇପାସ୍ ଛକରୁ ଏକ କାର୍ରୁ ବ୍ରାଉନସୁଗାର ଜବତ ହୋଇଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ୨ ଜଣଙ୍କୁ ଗିରଫ କରିବା ସହ ଏକ କାର୍କୁ ଜବତ କରିଛି ପୋଲିସ । ବାଲେଶ୍ୱରରୁ ଏହି ବ୍ରାଉନସୁଗାର ଆସୁଥିବା ବେଳେ ଅଟକ […]