By
The Sakala
ଭୁବନେଶ୍ବର: ପରିମଳ ସୁରକ୍ଷା ସ୍ଵଛତା କ୍ଷେତ୍ରରେ ଅବହେଳା ପଡିଲା ମହଙ୍ଗା। ସିଆରପି ଛକ ନିକଟରେ ଥିବା ରିଲାଏନ୍ସ ସ୍ମାର୍ଟ ମଲକୁ ସିଲ କଲା ବିଏମସି। ୭ଦିନ ପାଇଁ ବନ୍ଦ ହେଲା ମଲ। ଜାତୀୟ ରାଜପଥ କଡରେ ନାଳ ଅବରୋଧ କରିବା ଯୋଗୁଁ ସିଲ କରାଯାଇଛି। ସେହିପରି ହୋଟେଲ ଶ୍ରୀ ମାଟିରେ ମିଶିଛି। ଦୀର୍ଘଦିନ ଧରି ବେନିୟମ ଭାବେ ଚାଲିଥିଲା ହୋଟେଲ। ବାରମ୍ବାର ନୋଟିସ ଦିଆଯାଇଥିଲେ ହେଁ ବେଖାତିର କରୁଥିଲେ ହୋଟେଲ ମାଲିକ। ଆଜି ବିଏମସି କମିଶନର ବିଜୟ […]
ଭୁବନେଶ୍ବର: ପରିମଳ ସୁରକ୍ଷା ସ୍ଵଛତା କ୍ଷେତ୍ରରେ ଅବହେଳା ପଡିଲା ମହଙ୍ଗା। ସିଆରପି ଛକ ନିକଟରେ ଥିବା ରିଲାଏନ୍ସ ସ୍ମାର୍ଟ ମଲକୁ ସିଲ କଲା ବିଏମସି। ୭ଦିନ ପାଇଁ ବନ୍ଦ ହେଲା ମଲ। ଜାତୀୟ ରାଜପଥ କଡରେ ନାଳ ଅବରୋଧ କରିବା ଯୋଗୁଁ ସିଲ କରାଯାଇଛି।
ସେହିପରି ହୋଟେଲ ଶ୍ରୀ ମାଟିରେ ମିଶିଛି। ଦୀର୍ଘଦିନ ଧରି ବେନିୟମ ଭାବେ ଚାଲିଥିଲା ହୋଟେଲ। ବାରମ୍ବାର ନୋଟିସ ଦିଆଯାଇଥିଲେ ହେଁ ବେଖାତିର କରୁଥିଲେ ହୋଟେଲ ମାଲିକ। ଆଜି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ପରିଦର୍ଶନ ସମୟରେ ନଜରକୁ ଆସିଥିଲା ଉଭୟ ଘଟଣା।
About The Author: The Sakala