By
The Sakala
ଭୁବନେଶ୍ବର : ଆଗାମୀ ନିର୍ବାଚନ ପାଇଁ ରାଜ୍ୟ ବିଜେପି ଆଜି ଆଉ ୮ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ଆଜି ଘୋଷଣା ହୋଇଥିବା ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ….. କେନ୍ଦ୍ରାପଡ଼ା- ଗୀତାଞ୍ଜଳି ସେଠୀ ଖୋର୍ଦ୍ଧା- ପ୍ରଶାନ୍ତ ଜଗଦ୍ଦେବ ସାଲେପୁର- ଅରିନ୍ଦମ ରାୟ ବାସୁଦେବପୁର- ବାଣୀକଲ୍ୟାଣ ମହାନ୍ତି ଚମ୍ପୁଆ- ମୁରଲୀ ଶର୍ମା ତେଲକୋଇ- ଫକୀର ମୋହନ ନାଏକ ବସ୍ତା- ରବୀନ୍ଦ୍ର ଅନ୍ଦିଆ ହିନ୍ଦୋଳ- ସୀମାରାଣୀ ନାଏକ
ଭୁବନେଶ୍ବର : ଆଗାମୀ ନିର୍ବାଚନ ପାଇଁ ରାଜ୍ୟ ବିଜେପି ଆଜି ଆଉ ୮ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ଆଜି ଘୋଷଣା ହୋଇଥିବା ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ …..
- କେନ୍ଦ୍ରାପଡ଼ା- ଗୀତାଞ୍ଜଳି ସେଠୀ
- ଖୋର୍ଦ୍ଧା- ପ୍ରଶାନ୍ତ ଜଗଦ୍ଦେବ
- ସାଲେପୁର- ଅରିନ୍ଦମ ରାୟ
- ବାସୁଦେବପୁର- ବାଣୀକଲ୍ୟାଣ ମହାନ୍ତି
- ଚମ୍ପୁଆ- ମୁରଲୀ ଶର୍ମା
- ତେଲକୋଇ- ଫକୀର ମୋହନ ନାଏକ
- ବସ୍ତା- ରବୀନ୍ଦ୍ର ଅନ୍ଦିଆ
- ହିନ୍ଦୋଳ- ସୀମାରାଣୀ ନାଏକ
About The Author: The Sakala