କୁସୁମ ଟେଟେ, ଟଙ୍କଧର ତ୍ରିପାଠୀଙ୍କ ବିରୋଧରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି

ଭୁବନେଶ୍ୱର: ଝରସୁଗୁଡା ଉପନିର୍ବାଚନ ପାଇଁ ବିଜେପି ଗୁଣ୍ଡାଗର୍ଦ୍ଧି କରିବା ଅଭିଯୋଗ ନେଇ ସିଇଓଙ୍କ ପାଖରେ ଫେରାଦ ହେଲା ବିଜେଡି। ଲାଇକେରା ଅଞ୍ଚଳରେ ବିଧାୟିକା କୁଶୁମ ଟେଟେ ଓ ଟଙ୍କଧର ତ୍ରିପାଠୀ ପ୍ରଚାର କରୁଥିଲେ। ସେଠାରେ ବିଜେଡି କର୍ମୀମାନେ ଘରକୁ ଘର ବୁଲି ପ୍ରଚାର କରୁଥିଲେ। ହେଲେ ସେଠାରେ ବିଜେଡି କର୍ମୀଙ୍କୁ ଗାଳି ଗୁଲଜ ସହ ଜାତିଆଣ ଆକ୍ଷପ କରଥିଲେ। ପରେ ପୁଣି ଥିରେ ବିଜେପି ଆଉ କିଛି କର୍ମୀ ଆସି ବିଜେଡି କର୍ମୀଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ। […]

ଭୁବନେଶ୍ୱର: ଝରସୁଗୁଡା ଉପନିର୍ବାଚନ ପାଇଁ ବିଜେପି ଗୁଣ୍ଡାଗର୍ଦ୍ଧି କରିବା ଅଭିଯୋଗ ନେଇ ସିଇଓଙ୍କ ପାଖରେ ଫେରାଦ ହେଲା ବିଜେଡି। ଲାଇକେରା ଅଞ୍ଚଳରେ ବିଧାୟିକା କୁଶୁମ ଟେଟେ ଓ ଟଙ୍କଧର ତ୍ରିପାଠୀ ପ୍ରଚାର କରୁଥିଲେ। ସେଠାରେ ବିଜେଡି କର୍ମୀମାନେ ଘରକୁ ଘର ବୁଲି ପ୍ରଚାର କରୁଥିଲେ। ହେଲେ ସେଠାରେ ବିଜେଡି କର୍ମୀଙ୍କୁ ଗାଳି ଗୁଲଜ ସହ ଜାତିଆଣ ଆକ୍ଷପ କରଥିଲେ। ପରେ ପୁଣି ଥିରେ ବିଜେପି ଆଉ କିଛି କର୍ମୀ ଆସି ବିଜେଡି କର୍ମୀଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ। କେବଳ ଏଠି ନୁହେଁ ପଦ୍ମପୁରରେ ମଧ୍ୟ କୁସୁମ ଟେଟେ ମଧ୍ୟ ଏମିତି ଆଚରଣ କରିଥିଲେ। ସେଠାରେ ଆବାଧ ନିର୍ବାଚନ ପାଇଁ ବିଜେପି ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସହ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ କରିବା ବ୍ୟବସ୍ଥା କରନ୍ତୁ।

About The Author: The Sakala