ଭୁବନେଶ୍ବର : ୩ ଜିଲ୍ଲା ପାଇଁ ବିଜେଡି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହୋଇଛି। ଏହି ୩ ଜିଲ୍ଲା ମଧ୍ୟରେ ଢେଙ୍କାନାଳ,କୋରାପୁଟ ଓ ରାୟଗଡା ରହିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ୩ ଜିଲ୍ଲା ପାଇଁ ସଭାପତି ଓ କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରିଛନ୍ତି।
ଢେଙ୍କାନାଳ
ଡ଼.ନୃସିଂଘ ଚରଣ ସାହୁ- ସଭାପତି
ସନ୍ଦୀପ ସରଙ୍ଗୀ-କାର୍ଯ୍ୟକାରୀ ସଭାପତି
କୋରାପୁଟ
ଝିନ୍ନ ହିକ୍କା-ସଭାପତି
ଦୁର୍ଗା ମିଶ୍ର-କାର୍ଯ୍ୟକାରୀ ସଭାପତି
ପ୍ରସାଦ ବିଡକା- କାର୍ଯ୍ୟକାରୀ ସଭାପତି
ରାୟଗଡା
ଜଗନ୍ନାଥ ସାରକା – ସଭାପତି
ଗୟାଧର ପୁଲାଓ-କାର୍ଯ୍ୟକାରୀ ସଭାପତି
ରଞ୍ଜିତ କୁମାର ପାଣିଗ୍ରାହୀ-କାର୍ଯ୍ୟକାରୀ ସଭାପତି