ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ ଆତ୍ମହତ୍ୟା ଘଟଣାରେ ଭୁବନେଶ୍ୱର ଡିସିପିଙ୍କ ପ୍ରତିକ୍ରିୟା

ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ ଆତ୍ମହତ୍ୟା ଘଟଣାରେ ଭୁବନେଶ୍ୱର ଡିସିପିଙ୍କ ପ୍ରତିକ୍ରିୟା । ଘଟଣା ଘଟିବା ପରଦିନ ସୌମ୍ୟ ଆସିଥିଲେ ଥାନାକୁ । ତାଙ୍କୁ ପଚରାଉଚରା କରାଯାଇଛି । ସେତବେଳେ ଶ୍ଵେତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରାଯାଇଥିଲା। ପରେ ତାଙ୍କ ପରିବାର ଅଲଗା ଅଭିଯୋଗ ଆଣିଥିଲେ । ସେହି ଅନୁସାରେ ତଦନ୍ତ କରାଯାଉଛି । କମିଶନରେଟ ପୋଲିସ ଘଟଣା ଉପରେ ନଜର ରଖିଛି । ସୌମ୍ୟଙ୍କ ମାନସିକ ପରିସ୍ଥିତି ଠିକ ନାହିଁ । ସୌମ୍ୟଙ୍କ ପରିବାର ପୋଲିସ […]

ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ ଆତ୍ମହତ୍ୟା ଘଟଣାରେ ଭୁବନେଶ୍ୱର ଡିସିପିଙ୍କ ପ୍ରତିକ୍ରିୟା । ଘଟଣା ଘଟିବା ପରଦିନ ସୌମ୍ୟ ଆସିଥିଲେ ଥାନାକୁ । ତାଙ୍କୁ ପଚରାଉଚରା କରାଯାଇଛି । ସେତବେଳେ ଶ୍ଵେତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରାଯାଇଥିଲା। ପରେ ତାଙ୍କ ପରିବାର ଅଲଗା ଅଭିଯୋଗ ଆଣିଥିଲେ । ସେହି ଅନୁସାରେ ତଦନ୍ତ କରାଯାଉଛି । କମିଶନରେଟ ପୋଲିସ ଘଟଣା ଉପରେ ନଜର ରଖିଛି । ସୌମ୍ୟଙ୍କ ମାନସିକ ପରିସ୍ଥିତି ଠିକ ନାହିଁ । ସୌମ୍ୟଙ୍କ ପରିବାର ପୋଲିସ ସହ ଯୋଗାଯୋଗରେ ଅଛନ୍ତି । ଯଦି ଶ୍ଵେତାଙ୍କ ପରିବାର ନିକଟରେ କିଛି ପ୍ରମାଣ ଅଛି, ତେବେ ସେମାନେ ଦିଅନ୍ତୁ । ଯିଏ ବି ଦୋଷୀ ପ୍ରମାଣିତ ହେବ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

About The Author: The Sakala