ଅନ ଲାଇନ୍ ଗେମ୍ ଖେଳି ଟଙ୍କା ହରାଇବା ଦୁଃଖରେ ଫ୍ୟାନରେ ଝୁଲି ପଡ଼ିଲେ ନର୍ସିଂ ଛାତ୍ର

ବାଲେଶ୍ବର: ଅନ ଲାଇନ୍ ଗେମ୍ ଖେଳି ଟଙ୍କା ହରାଇବା ଦୁଃଖରେ ଫ୍ୟାନରେ ଝୁଲି ପଡ଼ିଲେ ନର୍ସିଂ ଛାତ୍ର। ଯୁବକ ଜଣକ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭିତରେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ଗତ ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳର ସର୍ଜରୀ ୱାର୍ଡର ଡ୍ରେସିଂ ରୁମରେ ଛାତ୍ର ଜଣକ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା। ଛାତ୍ର ଡ୍ରେସିଂ ରୁମ୍ ଭିତରେ ବେକରେ ଏକ ଗାମୁଛା ସାହାଯ୍ଯରେ ଫ୍ୟାନରେ ଝୁଲି ରହିଥିବା ଦେଖିବାକୁ ପାଇଥିଲେ ଅନ୍ୟାନ୍ୟ କର୍ମଚାରୀମାନେ।

About The Author: The Sakala