ବାଲେଶ୍ବର: ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ IIC ଓ ASIଙ୍କୁ ମାଡ଼ି ବସିଲା ଭିଜିଲାନ୍ସ । ଚାନ୍ଦିପୁର ଥାନାର IIC ଗଣେଶ୍ବର ପ୍ରଧାନ ଓ ASI ବଳି ମହାନ୍ତିଙ୍କୁ ଭିଜିଲାନ୍ସ ଗିରଫ କରିଛି । ମଦ ବେପାରୀଙ୍କ ଠାରୁ ମାସିକିଆ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଦୁଇ ଅଧିକାରୀ । ଉଭୟଙ୍କୁ ହେପାଜତକୁ ନେଇଛି ଭିଜିଲାନ୍ସ ଅଧିକାରୀ । IIC ଗଣେଶ୍ବରଙ୍କ ପାଇଁ ଚାନ୍ଦା ଆଦାୟ କାମରେ ଲାଗିଥିଲେ ASI ବଳି ମହାନ୍ତି ।
ଲାଞ୍ଚ ନେଲାବେଳେ ଚାନ୍ଦିପୁର ଥାନା IIC ଓ ASIଙ୍କୁ ମାଡ଼ି ବସିଲା ଭିଜିଲାନ୍ସ