By
The Sakala
ଭୁବନେଶ୍ବର: ପୁଣି ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ବ୍ଯବସାୟୀ । ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ବରଗାଁ ନିକଟରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ଚୋରା ଚାଲାଣ ହେଉଥିବା ବେଳେ ଏସଟିଏଫ ଉକ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଛି। ଏହି ଘଟଣାରେ ବଜ୍ରକାପ୍ତା ବ୍ୟବସାୟୀ ଅଜିତ କୁମାର ବୁଡେକୁ ଗିରଫ କରିଛି ଏସଟିଏଫ। ସୂଚନା ଅନୁଯାୟୀ, ୨୦୨୦ ମସିହା ପରଠାରୁ ବର୍ତ୍ତମାନ ପର୍ୟ୍ୟନ୍ତ ଏସଟିଏଫ ୧୦ଟି ଜୀବନ୍ତ ବଜ୍ରକାପ୍ତା, ୧୬ କେଜି ବଜ୍ରକାପ୍ତା କାତି ଜବତ କରିସାରିଲାଣି […]
ଭୁବନେଶ୍ବର: ପୁଣି ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ବ୍ଯବସାୟୀ । ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ବରଗାଁ ନିକଟରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ଚୋରା ଚାଲାଣ ହେଉଥିବା ବେଳେ ଏସଟିଏଫ ଉକ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଛି। ଏହି ଘଟଣାରେ ବଜ୍ରକାପ୍ତା ବ୍ୟବସାୟୀ ଅଜିତ କୁମାର ବୁଡେକୁ ଗିରଫ କରିଛି ଏସଟିଏଫ।
ସୂଚନା ଅନୁଯାୟୀ, ୨୦୨୦ ମସିହା ପରଠାରୁ ବର୍ତ୍ତମାନ ପର୍ୟ୍ୟନ୍ତ ଏସଟିଏଫ ୧୦ଟି ଜୀବନ୍ତ ବଜ୍ରକାପ୍ତା, ୧୬ କେଜି ବଜ୍ରକାପ୍ତା କାତି ଜବତ କରିସାରିଲାଣି ।
About The Author: The Sakala